୧ ରେ ହେବନି ବସ୍‌ ଧର୍ମଘଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧ ତାରିଖରେ ବସ୍‌ ଧର୍ମଘଟ ହେବ ବୋଲି ରାଜ୍ୟ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଥିଲା। ମାତ୍ର ଆଜି ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ। ଚେକ୍ ଗେଟ୍ ଜରିଆରେ ଟଙ୍କା ଆଦାୟ ଓ ଟିକସ ବୃଦ୍ଧି, ପୋଲିସ୍ ଚେକିଂ ଭଳି ପ୍ରସଙ୍ଗ ସହ ଭଡ଼ା ବୃଦ୍ଧି ସମେତ ୫ ଦଫା ଦାବି […]

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 06:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧ ତାରିଖରେ ବସ୍‌ ଧର୍ମଘଟ ହେବ ବୋଲି ରାଜ୍ୟ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଥିଲା। ମାତ୍ର ଆଜି ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ।

ଚେକ୍ ଗେଟ୍ ଜରିଆରେ ଟଙ୍କା ଆଦାୟ ଓ ଟିକସ ବୃଦ୍ଧି, ପୋଲିସ୍ ଚେକିଂ ଭଳି ପ୍ରସଙ୍ଗ ସହ ଭଡ଼ା ବୃଦ୍ଧି ସମେତ ୫ ଦଫା ଦାବି ପୂରଣ ନେଇ ରାଜ୍ୟ ବସ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ଦେଇଥିଲା। ହେଲେ ଦାବି ପୂରଣ ନହେବାରୁ ଆସନ୍ତା ୧ ତାରିଖରୁ ଧର୍ମ କରିବା ପାଇଁ ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos