୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ୯୪,୧୪୩ କୋଟି ଟଙ୍କାର ବ୍ୟୟ ବରାଦକୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ

ଭୁବନେଶ୍ୱର: ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଚିଠା ପ୍ରସ୍ତାବକୁ ଶୁକ୍ରବାର ଅନୁମୋଦନ କରିଛି ମନ୍ତ୍ରୀ ପରିଷଦ। ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦର ବୈଠକରେ ଆଗାମୀ ବଜେଟ୍ ପାଇଁ ୯୪,୧୪୩ କୋଟି ଟଙ୍କାର ବ୍ୟୟ ବରାଦକୁ ମଞ୍ଜୁରୀ ଦିଆଯାଇଛି। ଅଣଯୋଜନା ବାବଦକୁ ୪୮୨୬୧.୯୦ କୋଟି ଟଙ୍କା, ରାଜ୍ୟ ଯୋଜନା ପାଇଁ ୪,୫୬,୦୦କୋଟି, କେନ୍ଦ୍ରୀୟ ଯୋଜନା ବାବଦରେ ୧୪୦ କୋଟି ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦକୁ ୧୪୧ କୋଟି ଟଙ୍କା […]

naveen

naveen

Rakesh Mallick
  • Published: Friday, 04 March 2016
  • Updated: 04 March 2016, 02:12 PM IST

Sports

Latest News

ଭୁବନେଶ୍ୱର: ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଚିଠା ପ୍ରସ୍ତାବକୁ ଶୁକ୍ରବାର ଅନୁମୋଦନ କରିଛି ମନ୍ତ୍ରୀ ପରିଷଦ। ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦର ବୈଠକରେ ଆଗାମୀ ବଜେଟ୍ ପାଇଁ ୯୪,୧୪୩ କୋଟି ଟଙ୍କାର ବ୍ୟୟ ବରାଦକୁ ମଞ୍ଜୁରୀ ଦିଆଯାଇଛି। ଅଣଯୋଜନା ବାବଦକୁ ୪୮୨୬୧.୯୦ କୋଟି ଟଙ୍କା, ରାଜ୍ୟ ଯୋଜନା ପାଇଁ ୪,୫୬,୦୦କୋଟି, କେନ୍ଦ୍ରୀୟ ଯୋଜନା ବାବଦରେ ୧୪୦ କୋଟି ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦକୁ ୧୪୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବଜେଟରେ କୃଷି, ଜଳସେଚନ, ଭିତ୍ତିଭୂମି, ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story