କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଆକୁ ସରକାରୀ ଭାଷା ଭାବେ ବ୍ୟବହାର ନେଇ ପ୍ରସ୍ତୁତ ହୋଇଥିବା ନିୟମାବଳୀକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହାସହ ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ମୁଖ୍ୟ  ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ଆଇନ କାର୍ଯ୍ୟକାରୀ ହେଉଛି କି ନାହିଁ ପ୍ରତି ୬ ମାସରେ କମିଟି ତର୍ଜମା କରିବ। ସେହିପରି ଓଡ଼ିଆ ଭାଷା […]

aditya padi

aditya padi

Rakesh Mallick
  • Published: Friday, 12 August 2016
  • Updated: 12 August 2016, 10:08 PM IST

Sports

Latest News

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଆକୁ ସରକାରୀ ଭାଷା ଭାବେ ବ୍ୟବହାର ନେଇ ପ୍ରସ୍ତୁତ ହୋଇଥିବା ନିୟମାବଳୀକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି।

ଏହାସହ ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ମୁଖ୍ୟ  ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ଆଇନ କାର୍ଯ୍ୟକାରୀ ହେଉଛି କି ନାହିଁ ପ୍ରତି ୬ ମାସରେ କମିଟି ତର୍ଜମା କରିବ।

ସେହିପରି ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଆସନ୍ତା ବିଧାନସଭା ଅଧିବେଶନରେ ଏ ସମ୍ପର୍କିତ ବିଲ୍‌ ଆସିବ।

ଗଞ୍ଜାମ ଲଉଡ଼ି ଗାଁରେ ସାମୁଦ୍ରିକ ଗବେଷଣା ଓ ପାଣିପାଗ ପ୍ରତିଷ୍ଠାନ ପାଇଁ ଆଇଆଇଟି ଭୁବନେଶ୍ୱରକୁ  ୪୦ ଏକର ଜମି ମଞ୍ଜୁର କରାଯାଇଛି।

୧୮୬ କୋଟି ଟଙ୍କା ବ୍ୟୟବରାଦରେ ହେବାକୁ ଥିବା ଚାରି ଲାଇନ ବିଶିଷ୍ଟ ଭଦ୍ରକ-ଚାନ୍ଦବାଲି ରାସ୍ତା ପ୍ରସ୍ତାବକୁ  ମଧ୍ୟ କ୍ୟାବିନେ ମଞ୍ଜୁରୀ ମିଳିଛି। ୭ଟି ରେଳ ପ୍ରକଳ୍ପକୁ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି ଛାଡ଼ କରାଯିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story