ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୯ ନୂଆ ମୁହଁ, ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ବର୍ଷରେ ତୃତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ଏଥିରେ ଚାରି ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୯ ଜଣ ନୂଆ ମୁହଁ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି। ୨୦୧୪ରୁ ପେଟ୍ରୋଲିୟମ ବିଭାଗ ସମ୍ଭାଳି ଆସୁଥିବା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ନୂଆ ରାଷ୍ଟ୍ରମନ୍ତ୍ରୀମାନେ ହେଲେ ଅଶ୍ୱିନୀ କୁମାର ଚୌବେ, ଗଜେନ୍ଦ୍ର ସିଂହ ଶେଖାୱତ୍‌, ଶିବ ପ୍ରତାପ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 11:54 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ବର୍ଷରେ ତୃତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ଏଥିରେ ଚାରି ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୯ ଜଣ ନୂଆ ମୁହଁ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି। ୨୦୧୪ରୁ ପେଟ୍ରୋଲିୟମ ବିଭାଗ ସମ୍ଭାଳି ଆସୁଥିବା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି।

ନୂଆ ରାଷ୍ଟ୍ରମନ୍ତ୍ରୀମାନେ ହେଲେ ଅଶ୍ୱିନୀ କୁମାର ଚୌବେ, ଗଜେନ୍ଦ୍ର ସିଂହ ଶେଖାୱତ୍‌, ଶିବ ପ୍ରତାପ ଶୁକ୍ଳା, ହରଦୀପ ସିଂ ପୁରୀ, ସତ୍ୟପାଲ ସିଂହ, ଆର.କେ ସିଂ, ଆଲଫୋନ୍ସ କନ୍ନଥନମ୍,ବୀରେନ୍ଦ୍ର କୁମାର ଓ ଅନନ୍ତ କୁମାର ହେଗ୍‌ଡେ।

ଏହି ୧୩ ଜଣ ମନ୍ତ୍ରୀ ଆଜି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଶପଥପାଠ କରାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରମୁଖ ଏହି ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ରହିଥିଲେ।

[caption id="attachment_161607" align="aligncenter" width="500"]cabinet ନୂଆ ରାଷ୍ଟ୍ରମନ୍ତ୍ରୀ (ଉପରୁ ବାମରୁ ) ଅଶ୍ୱିନୀ କୁମାର ଚୌବେ, ଗଜେନ୍ଦ୍ର ସିଂହ ଶେଖାୱତ୍‌ ଓ ଶିବ ପ୍ରତାପ ଶୁକ୍ଳା, (ମଝି ଧାଡ଼ିର ବାମରୁ) ହରଦୀପ ସିଂ ପୁରୀ, ସତ୍ୟପାଲ ସିଂହ ଓ ଆର.କେ ସିଂ, (ତଳ ଧାଡ଼ିର ବାମରୁ) ଆଲଫୋନ୍ସ କନ୍ନଥନମ୍,ବୀରେନ୍ଦ୍ର କୁମାର ଓ ଅନନ୍ତ କୁମାର ହେଗ୍‌ଡେ।[/caption]

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୂଆ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ଓଡ଼ିଶାକୁ ସହଯୋଗ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story