ବାଚସ୍ପତି ହେବେ କି ମନ୍ତ୍ରୀ!: ନିରଞ୍ଜନଙ୍କ ଇସ୍ତଫା ପରେ ଆରମ୍ଭ ହେଲା କଳ୍ପନାଜଳ୍ପନା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ନିରଞ୍ଜନ ପୂଜାରୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପୂର୍ବରୁ ସେ ନିଜର ଦାୟିତ୍ୱ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ହସ୍ତାନ୍ତର କରିଛନ୍ତି। ନିରଞ୍ଜନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଆଲୋଚନା ହେଉଛି। ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଙ୍ଗିତ ନେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଥିଲା। କିଏ ଇସ୍ତଫା ଦେବେ ଏବଂ କେଉଁ ନୂଆମୁହଁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାକୁ ନେଇ […]

resigns

resigns

Rakesh Mallick
  • Published: Friday, 05 May 2017
  • Updated: 05 May 2017, 08:12 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ନିରଞ୍ଜନ ପୂଜାରୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପୂର୍ବରୁ ସେ ନିଜର ଦାୟିତ୍ୱ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ହସ୍ତାନ୍ତର କରିଛନ୍ତି। ନିରଞ୍ଜନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଆଲୋଚନା ହେଉଛି।

ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଙ୍ଗିତ ନେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଥିଲା। କିଏ ଇସ୍ତଫା ଦେବେ ଏବଂ କେଉଁ ନୂଆମୁହଁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାକୁ ନେଇ ପାୱାର କରିଡରରେ ସସ୍‌ପେନ୍ସ ଜାରି ରହିଥିଲା। ଏହା ଉପରୁ ପର୍ଦ୍ଦା ହଟିଛି।

ଆଜି ଅପରାହ୍ନରେ ପୂଜାରୀ ସଚିବାଳୟରେ ପହଞ୍ଚିଥିଲେ। ସେ ବହୁ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କ କକ୍ଷରେ ଆଲୋଚନା କରିଥିଲେ। କିଛି ସମୟ ପରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ସଚିବାଳୟରେ ପହଞ୍ଚି ପୂଜାରୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।

ଏନେଇ ପୂଜାରୀ କହିଛନ୍ତି,“ନିଜ ନିର୍ବାଚନମଣ୍ଡଳୀକୁ ଅଧିକ ସମୟ ଦେବା ପାଇଁ ଇସ୍ତଫା ଦେଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story