କିସ୍ତାର ଜଙ୍ଗଲରେ ବିଦେଶୀ ନାଗରିକ ନିଖୋଜ: ମାଓବାଦୀ ଅପହରଣ କରିଥିବା ଆଶଙ୍କା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କିସ୍ତାର ଜଙ୍ଗଲରୁ ଜଣେ ବିଦେଶୀ ନାଗରିକ ନିଖୋଜ ହୋଇଯାଇଛନ୍ତି। ବିଦେଶୀ ଜଣଙ୍କ କାନାଡାର ନାଗରିକ। ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିବା ଆଶଙ୍କା କରାଯାଉଛି। ସେ ଏକ ବାଇକ୍‌ ଯୋଗେ ଜଙ୍ଗଲକୁ ଯାଇଥବା ବେଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ କିଏ ଓ କାହିଁକି ନେଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ବିଭିନ୍ନ ଟ୍ରାଭେଲ ଏଜେନ୍ସି କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରୁଛି। ବିଦେଶୀ ନାଗରିକ ନିଖୋଜ ହେବା ନେଇ ବୈଦେଶିକ ମନ୍ତ୍ରୀ […]

kidnap

kidnap

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 11:23 AM IST

Sports

Latest News

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କିସ୍ତାର ଜଙ୍ଗଲରୁ ଜଣେ ବିଦେଶୀ ନାଗରିକ ନିଖୋଜ ହୋଇଯାଇଛନ୍ତି। ବିଦେଶୀ ଜଣଙ୍କ କାନାଡାର ନାଗରିକ। ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିବା ଆଶଙ୍କା କରାଯାଉଛି।

ସେ ଏକ ବାଇକ୍‌ ଯୋଗେ ଜଙ୍ଗଲକୁ ଯାଇଥବା ବେଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ କିଏ ଓ କାହିଁକି ନେଇଛି ତାହା ସ୍ପଷ୍ଟ ହୋଇନାହିଁ।

ପୋଲିସ ବିଭିନ୍ନ ଟ୍ରାଭେଲ ଏଜେନ୍ସି କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରୁଛି।

ବିଦେଶୀ ନାଗରିକ ନିଖୋଜ ହେବା ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଘଟଣା ସମ୍ପର୍କରେ ଅବଗତ ଥିବା ପୋଲିସ୍‌ ଡିଜି କେବି ସିଂହ କହିଛନ୍ତି। ସେ କହିଛନ୍ତି ଗତକାଲି ସନ୍ଧ୍ୟାରୁ ଛତିଶଗଡ଼ର ସୁକୁମା ଅଞ୍ଚଳରୁ କାନାଡାର ନାଗରିକ ଜଣଙ୍କ ନିଖୋଜ ଅଛନ୍ତି। ଛତିଶଗଡ଼ ପୋଲିସ ପାଖରେ ଏହାର ସୂଚନା ଅଛି। ତାଙ୍କୁ ଖୋଜି ବାହାର କରିବାକୁ ସେମାନେ ଉଦ୍ୟମ କରୁଛନ୍ତି। ଯଦି ଓଡ଼ିଶାରେ ଥିବେ ନିଶ୍ଚିତ ଖୋଜି ବାହାର କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story