ଗ୍ରୀନ୍‌ରେ ଚିଟ୍‌ଫଣ୍ଡ: ମୀର ସାହାରୁଦ୍ଦିନ୍‌ଙ୍କୁ ୬ ଦିନିଆ ରିମାଣ୍ଡରେ ନେବ ସିବିଆଇ

ଭୁବନେଶ୍ୱର: ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ମୀର ସାହାରୁଦ୍ଦିନ୍‌ଙ୍କୁ ୬ ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିବିଆଇକୁ ଅନୁମତି ଦେଇଛି। ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ଆବେଦନ କରିଥିଲା। ଗ୍ରୀନ୍‌ରେ ଚିଟ୍‌ଫଣ୍ଡ ସଂସ୍ଥା ଦେଶରୁ ୨୦୦୦ କୋଟି ଓ ଓଡ଼ିଶାରୁ ୫୦୦ କୋଟି ଟଙ୍କା ଠକି ନେଇଛି। ସିବିଆଇ ମୀରଙ୍କୁ ରିମାଣ୍ଡରେ ନେଇ ଏହି ଠକେଇର ଗୁମର ଖୋଲିବ। ଏହାଛଡ଼ା ନାଇଜେରିଆରେ ଥିବା ମାଇନ୍ସ, ଗୋଲ୍ଡ ବେପାର ଲିଙ୍କ ଓ […]

mir

mir

Rakesh Mallick
  • Published: Sunday, 05 February 2017
  • Updated: 10 February 2017, 08:10 PM IST

Sports

Latest News

ଭୁବନେଶ୍ୱର: ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ମୀର ସାହାରୁଦ୍ଦିନ୍‌ଙ୍କୁ ୬ ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିବିଆଇକୁ ଅନୁମତି ଦେଇଛି। ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ଆବେଦନ କରିଥିଲା।

ଗ୍ରୀନ୍‌ରେ ଚିଟ୍‌ଫଣ୍ଡ ସଂସ୍ଥା ଦେଶରୁ ୨୦୦୦ କୋଟି ଓ ଓଡ଼ିଶାରୁ ୫୦୦ କୋଟି ଟଙ୍କା ଠକି ନେଇଛି। ସିବିଆଇ ମୀରଙ୍କୁ ରିମାଣ୍ଡରେ ନେଇ ଏହି ଠକେଇର ଗୁମର ଖୋଲିବ। ଏହାଛଡ଼ା ନାଇଜେରିଆରେ ଥିବା ମାଇନ୍ସ, ଗୋଲ୍ଡ ବେପାର ଲିଙ୍କ ଓ ଅନ୍ତର୍ଜାତିକ କ୍ରିକେଟ୍‌ ଖେଳାଳିଙ୍କ ସହ ତାଙ୍କର କେଉଁ ପ୍ରକାର ସମ୍ପର୍କ ରହିଛି ତାହା ମଧ୍ୟ ସିବିଆଇ ତଦନ୍ତ କରିବ।

ମୀର ଦୁବାଇ, ବାଂଲାଦେଶ, ନାଇଜେରିଆ ଓ ଆଫ୍ରିକା ଭଳି ଦେଶକୁ ଦେଶ ବାରମ୍ୱାର ସ୍ଥାନ ବଦଳାଉ ଥିଲେ। ତେଣୁ ତାଙ୍କର ଅଣ୍ଡର ୱାର୍ଲ୍ଡ  ସହ ସମ୍ପର୍କ ଅଛି କି ନାହିଁ ତାହାର ମଧ୍ୟ ଖୋଳତାଡ଼ କରିବ ସିବିଆଇ।

ଓଡ଼ିଶାରେ ଗ୍ରୀନ୍‌ରେ ବିରୋଧରେ ୧୨ଟି ମାମଲା ରହିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହି ସଂସ୍ଥାର ୨୦ ଏକରରୁ ଅଧକ ଜମି ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story