ସିବିଆଇ ଚିଟ୍‌ଫଣ୍ଡ୍‌ ତଦନ୍ତ ଆଗକୁ ନେବାକୁ ଚାହୁଁ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର: ଓଡ଼ିଶାରେ ସିବିଆଇ ଚିଟ୍‌ଫଣ୍ଡ୍‌ ତଦନ୍ତ ଆଗକୁ ନେବାକୁ ଚାହୁଁ ନାହିଁ।  ଚିଟ୍‌ଫଣ୍ଡ୍ କମ୍ପାନୀମାନେ ଯେତିକି ଦୋଷୀ ସିବିଆଇ ତା’ଠାରୁ ଅଧିକ ଦୋଷୀ ଭାବେ ନିଜକୁ ପ୍ରମାଣିତ କରିସାରିଛି ବୋଲି ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, “ସିବିଆଇର ତଦନ୍ତ ପରେ ବି ଓସ୍କାର ଭଳି ବହୁ ଘଟଣା ପଦାକୁ ଆସିଲାଣି। ଏବେ ବି ଅନେକ କମ୍ପାନୀ ରାଜ୍ୟରେ ଚିଟ୍‌ଫଣ୍ଡ୍‌ ବେପାର କରୁଛନ୍ତି। ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏଭଳି ଘଟଣା […]

cbi

cbi

Rakesh Mallick
  • Published: Sunday, 19 June 2016
  • Updated: 19 June 2016, 09:19 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ସିବିଆଇ ଚିଟ୍‌ଫଣ୍ଡ୍‌ ତଦନ୍ତ ଆଗକୁ ନେବାକୁ ଚାହୁଁ ନାହିଁ।  ଚିଟ୍‌ଫଣ୍ଡ୍ କମ୍ପାନୀମାନେ ଯେତିକି ଦୋଷୀ ସିବିଆଇ ତା’ଠାରୁ ଅଧିକ ଦୋଷୀ ଭାବେ ନିଜକୁ ପ୍ରମାଣିତ କରିସାରିଛି ବୋଲି ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, “ସିବିଆଇର ତଦନ୍ତ ପରେ ବି ଓସ୍କାର ଭଳି ବହୁ ଘଟଣା ପଦାକୁ ଆସିଲାଣି। ଏବେ ବି ଅନେକ କମ୍ପାନୀ ରାଜ୍ୟରେ ଚିଟ୍‌ଫଣ୍ଡ୍‌ ବେପାର କରୁଛନ୍ତି। ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏଭଳି ଘଟଣା ପୁଣି ଘଟୁ ନ ଥାନ୍ତି କି ନିରୀହ ଲୋକ ଠକାମିର ଶିକାର ହେଉ ନ ଥାଆନ୍ତେ। ସିବିଆଇ ବାସ୍ତବରେ କିଛି କରୁନାହିଁ ବୋଲି ପ୍ରମାଣିତ ହୋଇସାରିଛି। ଯେଉଁମାନେ ସିବିଆଇକୁ ସୁରକ୍ଷା ଦେବେ ସେମାନେ ଆଗାମୀ ଦିନରେ ଅଭିଯୁକ୍ତ ହେବେ। ସୁପ୍ରିକୋର୍ଟଙ୍କ ଜଜ୍‌ମେଣ୍ଟ ପଢ଼ି ନ ଥିବା ବ୍ୟକ୍ତି ସିବିଆଇର ଓକିଲାତି କରିବା ଉଚିତ ନୁହଁ। ସିବିଆଇ ଏକ ତଦନ୍ତକାରୀ ସଂସ୍ଥା। ତା’ ପାଇଁ ଦୟା କରି କେହି ଓକିଲାତି ନ କରନ୍ତୁ ବୋଲି ମୁଁ ସମସ୍ତଙ୍କୁ ନିବେଦନ କରୁଛି।”

ସେ ଆହୁରି କହିଛନ୍ତି, “ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତିକୁ ସିବିଆଇ ଅଧିକ ପ୍ରୋତ୍ସାହିତ କରିଛି। ଅଭିଯୁକ୍ତମାନଙ୍କୁ ସିବିଆଇ ଛାଡ଼ି ଦେଇଛି। କ୍ରାଇମବ୍ରାଞ୍ଚ କଥାରେ ସିବିଆଇ ପରିଚାଳିତ ହୋଇଛି। ଅପରାଧୀ- ସରକାର-ସିବିଆଇ ସମସ୍ତେ ମେଣ୍ଟ କରିଛନ୍ତି। ନିରୀହ ଲୋକେ ଏହାର ଶିକାର ହେଉଛନ୍ତି। ସିବିଆଇ ତଦନ୍ତ ଠିକ୍‌ ବାଟରେ ହେଉଥିଲେ ଲୋକଙ୍କ ମନରେ ଭୟ ଥାଆନ୍ତା।”

କଂଗ୍ରେସ ମଧ୍ୟ ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି, “ସିବିଆଇ ଅପରାଧୀଙ୍କ ସହ ଅଲିଖିତ ଚୁକ୍ତି କରିଛି। ଯେଉଁଥି ପାଇଁ ତଦନ୍ତ ଆଗକୁ ଯାଇପାରୁନାହିଁ କି ଲୋକେ ନ୍ୟାୟ ପାଇ ପାରୁନାହାନ୍ତି।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, ସିବିଆଇକୁ ଦୋଷ ଦେଇ ତଦନ୍ତକୁ ଦିଗହରା କରାଯାଉଛି। ଚିଟ୍‌ଫଣ୍ଡ ତଦନ୍ତ ପାଇଁ ସିବିଆଇ ବଦଳରେ ବିଜେପି ଇଣ୍ଟରପୋଲ୍‌କୁ ଡାକିବ କି?”

ଏହା ପୂର୍ବରୁ ମଧ୍ୟ ଚିଟ୍‌ଫଣ୍ଡ୍‌ ଠକେଇ ତଦନ୍ତ ନେଇ ସିବିଆଇର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଥିଲେ ବିଜୟ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story