ଦେବୀ ମିଶ୍ରଙ୍କ ସହାୟକ ଦିଲ୍ଲୀପ ଓ ବିଜେଡି ନେତା ପ୍ରଫୁଲଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଆଜି ସିବିଆଇ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ରାଜନୈତିକ ପିଏ ଦିଲ୍ଲୀପ ମିଶ୍ର ଓ ବିଜେଡି ନେତା ପ୍ରଫୁଲ୍ଲ ସିଂହଙ୍କୁ ଜେରା କରିଛି। ପ୍ରଫୁଲ କଟକ ଜିଲ୍ଲା ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି। ପ୍ରଫୁଲ୍ଲଙ୍କୁ ପ୍ରାୟ ୫ ଘଣ୍ଟା ଧରି ଜେରା କରାଯାଇଥିବା ବେଳେ ଦିଲ୍ଲୀପଙ୍କୁ ଦୁଇ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଜେରା ପରେ ଦିଲ୍ଲୀପ ଗଣମାଧ୍ୟମକୁ କହିଥିଲେ,“ବାଙ୍କୀ ବିଧାୟକ (ପ୍ରଭାତ ତ୍ରିପାଠୀ) ମୋ ନାଁରେ […]

prafulla-singh1

prafulla-singh1

Rakesh Mallick
  • Published: Friday, 05 August 2016
  • Updated: 05 August 2016, 08:02 PM IST

Sports

Latest News

[caption id="attachment_95245" align="alignleft" width="300"]dillip-mishra ଦିଲ୍ଲୀପ ମିଶ୍ର[/caption]

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଆଜି ସିବିଆଇ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ରାଜନୈତିକ ପିଏ ଦିଲ୍ଲୀପ ମିଶ୍ର ଓ ବିଜେଡି ନେତା ପ୍ରଫୁଲ୍ଲ ସିଂହଙ୍କୁ ଜେରା କରିଛି। ପ୍ରଫୁଲ କଟକ ଜିଲ୍ଲା ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି। ପ୍ରଫୁଲ୍ଲଙ୍କୁ ପ୍ରାୟ ୫ ଘଣ୍ଟା ଧରି ଜେରା କରାଯାଇଥିବା ବେଳେ ଦିଲ୍ଲୀପଙ୍କୁ ଦୁଇ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।

ଜେରା ପରେ ଦିଲ୍ଲୀପ ଗଣମାଧ୍ୟମକୁ କହିଥିଲେ,“ବାଙ୍କୀ ବିଧାୟକ (ପ୍ରଭାତ ତ୍ରିପାଠୀ) ମୋ ନାଁରେ ଅଭିଯୋଗ କରିଥିବାରୁ ମୋତେ ଜେରା କରିବା ପାଇଁ ଡକାଯାଇଥିଲା। ସିବିଆଇ ଅଧିକାରୀମାନେ ମୋତେ ଏକଥା କହିଥିଲେ।”

ପ୍ରଭାତଙ୍କ ସହିତ ତାଙ୍କର କିଛି ଶତୃତା ରହିଛି କି ବୋଲି ପଚରା ଯିବାରେ ସେ କହିଥିଲେ,“ମୋର ତାଙ୍କ ସହିତ କିଛି ଶତୃତା ନାହିଁ। ସେ କାହିଁକି ମୋ ନାଁରେ ଅଭିଯୋଗ କଲେ ତାହା ସେ ହିଁ କହିପାରିବେ। ମୁଁ ମନ୍ତ୍ରୀ ଦେବୀ ମିଶ୍ରଙ୍କ ସହିତ କାମ କରୁଥିବାରୁ ସେ ଅଭିଯୋଗ କରିଥାଇ ପାରନ୍ତି।”

ପ୍ରଭାତ ତ୍ରିପାଠୀ ଓ ଦେବୀ ମିଶ୍ରଙ୍କ ମଧ୍ୟରେ ଭଲ ସଂପର୍କ ନାହିଁ କି ବୋଲି ପଚରା ଯିବାରେ ଦିଲ୍ଲୀପ କହିଥିଲେ,“ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ଅଛି।”

ସେ କହିଥିଲେ,“ସିବିଆଇ ଅଧିକାରୀମାନେ ମୋତେ ଦେବୀ ମିଶ୍ରଙ୍କ ଟଙ୍କା ନେଣଦେଣ ସଂପର୍କରେ ପଚାରିଥିଲେ। ତେବେ ମୁଁ କହିଥିଲି ମୁଁ ଦେବୀ ମିଶ୍ରଙ୍କ ରାଜନୈତିକ କଥା ବୁଝେ। ତାଙ୍କ ଅଞ୍ଚଳ କଥା ବୁଝେ। ତାଙ୍କ ଆର୍ଥିକ ନେଣଦେଣ ମୁଁ କରେ ନାହିଁ।”

ଦିଲ୍ଲୀପ କହିଥିଲେ,“ମୁଁ ସିସୋରରୁ ଟଙ୍କା ନେଇ ଦେବୀ ମିଶ୍ରଙ୍କୁ ଦେଉଥିଲି କି ବୋଲି ସେମାନେ (ସିବିଆଇ) ମୋତେ ପଚାରିଥିଲେ। ମୁଁ ମନା କରି ଥିଲି।”

ସିବିଆଇ ଦିଲ୍ଲୀପଙ୍କୁ ପୁଣି ସୋମବାର ଆସିବାକୁ କହିଛି। ତେଣୁ ଚିଟ୍‌ଫଣ୍ଡ୍ ଲିଙ୍କ୍ ନେଇ ତାଙ୍କ ବିରୁଦ୍ଧରେ ସିବିଆଇ କିଛି ଦୃଢ଼ ପ୍ରମାଣ ପାଇଛି ବୋଲି କୁହାଯାଇଛି।

ଦିଲ୍ଲୀପ କହିଛନ୍ତି,“ମୋ ବ୍ୟାଙ୍କ ଜମା ଓ ସଂପତ୍ତି ସଂପର୍କିତ ତଥ୍ୟ ନେଇ ସୋମବାର ପୁଣି ମୋତେ କୁହାଯାଇଛି।”

ସିବିଆଇ ଅଫିସ୍‌ରୁ ଫେରିବା ପରେ ପ୍ରଫୁଲ୍ଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏଡ଼ାଇ ଯିବାକୁ ଚାହିଁଥିଲେ। ସେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନ ଥିଲେ।

ସେ କେବଳ କହିଥିଲେ,“ସିବିଆଇ ମୋତେ ଯେଉଁଥିପାଇଁ ଡାକି ଥିଲା ସେ ନେଇ ମୁଁ ତଥ୍ୟ ଦେଇଛି। ମୁଁ କାହା ପାଇଁ ମଧ୍ୟସ୍ଥତା କରି ନାହିଁ। ସିସୋର ସଂପର୍କରେ ମୋତେ କିଛି ଜଣାନାହିଁ।”

ଜଣେ ବିଜେଡି ମନ୍ତ୍ରୀଙ୍କ ସହାୟକ ଓ ଜଣେ ବିଜେଡି ନେତାଙ୍କୁ ସିବିଆଇ ଆଜି ଜେରା କରିବା ପରେ ଚିଟଫଣ୍ଡକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story