ପୁଣି ହାଜର ହେବାକୁ ସାଂସଦ ରବୀନ୍ଦ୍ର ଜେନାଙ୍କୁ ସିବିଆଇର ନୋଟିସ୍‌

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣି ନୋଟିସ୍ ଜାରି କରିଛି ସିବିଆଇ। ଆସନ୍ତା ୧୨ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି। ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗତ ଡିସେମ୍ବର ୧୦ ତାରିଖରେ ସିବିଆଇ ତାଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା। ସିସୋର ସହ ତାଙ୍କର କ’ଣ ଲିଙ୍କ୍ ଥିଲା, କିଏ କାହାକୁ କେତେ ଟଙ୍କା ଦେଇଥିଲା ସେ ସବୁ ନେଇ ପ୍ରଶ୍ନ କରିଥିଲା ସିବିଆଇ। ଏ […]

rabindra1

rabindra1

Rakesh Mallick
  • Published: Monday, 09 January 2017
  • Updated: 09 January 2017, 11:53 AM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣି ନୋଟିସ୍ ଜାରି କରିଛି ସିବିଆଇ। ଆସନ୍ତା ୧୨ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି।

ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗତ ଡିସେମ୍ବର ୧୦ ତାରିଖରେ ସିବିଆଇ ତାଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା।

ସିସୋର ସହ ତାଙ୍କର କ’ଣ ଲିଙ୍କ୍ ଥିଲା, କିଏ କାହାକୁ କେତେ ଟଙ୍କା ଦେଇଥିଲା ସେ ସବୁ ନେଇ ପ୍ରଶ୍ନ କରିଥିଲା ସିବିଆଇ। ଏ ନେଇ ସିବିଆଇ ଯାହା ସବୁ ପଚାରିଥିଲା ସେ ତା’ର ସମସ୍ତ ଉତ୍ତର ଦେଇଥିଲେ ବୋଲି ସାଂସଦ ଜେନା କହିଥିଲେ।

୨୦୧୫ ଜାନୁଆରୀରେ ମଧ୍ୟ ତାଙ୍କୁ ସିବିଆଇ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story