ପ୍ରକାଶ ପାଇଲା ସିବିଏସ୍‌ଇ ଭୁବନେଶ୍ୱର ରିଜିଅନ ଦଶମ ରେଜଲ୍ଟ, ପାସ୍‌ହାର ୯୨.୧୫%

ଭୁବନେଶ୍ୱର: ସିବିଏସ୍ଇ ୧୦ମ ଶ୍ରେଣୀର ଭୁବନେଶ୍ୱର ରିଜିଅନର ପରୀକ୍ଷା ଫଳ ନିଜସ୍ୱ ୱାବସାଇଟ୍‌ରେ ପ୍ରକାଶ ପାଇଛି। ଭୁବନେଶ୍ୱର ରିଜିଅନର ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଥିବାରୁ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଭୁବନେଶ୍ୱର ରିଜିଅନ୍‌ରେ ପାସ୍‌ହାର ୯୨.୧୫ ପ୍ରତିଶତ ରହିଛି। ଚଳିତବର୍ଷ ସାରା ଦେଶରେ ୧୬ ଲକ୍ଷ ୬୭ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଓଡ଼ିଶା, ଛତିଶଗଡ଼ ଓ ପଶ୍ଟିମବଙ୍ଗକୁ ମିଶାଇ ଭୁବନେଶ୍ୱର ରିଜିଅନରେ ୭୩,୦୦୦ ପରୀକ୍ଷାର୍ଥୀ ଥିବାବେଳେ ଓଡ଼ିଶାରୁ ୨୩ ହଜାର ୮୦ […]

cbse

cbse

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 08:44 PM IST

Sports

Latest News

ଭୁବନେଶ୍ୱର: ସିବିଏସ୍ଇ ୧୦ମ ଶ୍ରେଣୀର ଭୁବନେଶ୍ୱର ରିଜିଅନର ପରୀକ୍ଷା ଫଳ ନିଜସ୍ୱ ୱାବସାଇଟ୍‌ରେ ପ୍ରକାଶ ପାଇଛି। ଭୁବନେଶ୍ୱର ରିଜିଅନର ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଥିବାରୁ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଭୁବନେଶ୍ୱର ରିଜିଅନ୍‌ରେ ପାସ୍‌ହାର ୯୨.୧୫ ପ୍ରତିଶତ ରହିଛି।

ଚଳିତବର୍ଷ ସାରା ଦେଶରେ ୧୬ ଲକ୍ଷ ୬୭ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଓଡ଼ିଶା, ଛତିଶଗଡ଼ ଓ ପଶ୍ଟିମବଙ୍ଗକୁ ମିଶାଇ ଭୁବନେଶ୍ୱର ରିଜିଅନରେ ୭୩,୦୦୦ ପରୀକ୍ଷାର୍ଥୀ ଥିବାବେଳେ ଓଡ଼ିଶାରୁ ୨୩ ହଜାର ୮୦ ଜଣ ଥିଲେ। ଏମାନଙ୍କ ମଧ୍ୟରୁ ୬୭ ହଜାର ୨ଶହ ଜଣ ପାସ୍ କରିଛନ୍ତି। ତେବେ ଆଜି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ କରିନାହାନ୍ତି ଭୁବନେଶ୍ୱର ରିଜିଅନ୍ କର୍ତ୍ତୃପକ୍ଷ। ସୋମବାର ବିଧିବଦ୍ଧ ଫଳ ପ୍ରକାଶ ପାଇବ।

ସାରା ଦେଶରେ ୧୫ଲକ୍ଷ ୯ହଜାର ୩୮୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତବର୍ଷ ତୁଳନାରେ ଏଥର ପାସ୍ ହାର ପ୍ରାୟ ୫ ପ୍ରତିଶତ କମିଛି। ତ୍ରିଭେନ୍ଦ୍ରମ୍ ରିଜିଅନ୍‌ରରେ ସର୍ବାଧିକ ୯୯.୮୫ ପ୍ରତିଶତ ପାସ୍ ହାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story