ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଛାତ୍ରୀମାନେ ପ୍ରଥମ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର ରିଜିଅନ ଅଧୀନସ୍ଥ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ହୋଇଛି। ୩ଟି ରାଜ୍ୟରେ ସିବିଏସ୍‌ଇ ପକ୍ଷରୁ ୧୮୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ପରିଚାଳନା ପାଇଁ ସ୍ୱତନ୍ତ୍ର  ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ୩ଟି ରାଜ୍ୟକୁ ମିଶାଇ ଦଶମ ଶ୍ରେଣୀରେ ମୋଟ ୬୭,୮୦୮ଜଣ […]

cbse

cbse

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 09:28 AM IST

ଭୁବନେଶ୍ୱର: ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଛାତ୍ରୀମାନେ ପ୍ରଥମ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର ରିଜିଅନ ଅଧୀନସ୍ଥ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ହୋଇଛି। ୩ଟି ରାଜ୍ୟରେ ସିବିଏସ୍‌ଇ ପକ୍ଷରୁ ୧୮୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

ପରୀକ୍ଷା ପରିଚାଳନା ପାଇଁ ସ୍ୱତନ୍ତ୍ର  ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ୩ଟି ରାଜ୍ୟକୁ ମିଶାଇ ଦଶମ ଶ୍ରେଣୀରେ ମୋଟ ୬୭,୮୦୮ଜଣ ପରୀକ୍ଷାର୍ଥୀ ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ମୋଟ ୫୪ ହଜାର ୧୮୧ ଜଣ ଅଛନ୍ତି । କେବଳ ଓଡ଼ିଶାରେ ଦଶମ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୫ ହଜାର ଓ ଦ୍ୱାଦଶରେ ୧୪ ହଜାର ରହିଛି। ଓଡ଼ିଶାରେ ୬୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏବର୍ଷ ଦଶମ ଏବଂ ଦ୍ୱାଦଶକୁ ମିଶାଇ ସାରା ଦେଶରେ ୨୫ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story