ସିବିଏସ୍ଇ ରେଜଲ୍ଟ:ପୁଅଙ୍କୁ ପଛରେ ପକାଇଲେ ଝିଅ, ଅନୁଗୁଳର ସୌମ୍ୟା ସମ୍ଭାବୀ ହାସଲ କଲେ ୯୮.୪% ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପୂର୍ବ ବର୍ଷ ଭଳି ଏଥର ବି ବାଜି ମାରିଛନ୍ତି ଛାତ୍ରୀ। ଶ୍ରେଷ୍ଠ ୩ଟି ସ୍ଥାନରେ ୪ ଜଣଙ୍କ ଭିତରୁ ୩ଜଣ ଛାତ୍ରୀ ଥିବା ବେଳେ ନୋଏଡ଼ାର ଛାତ୍ରୀ ରକ୍ଷା ଗୋପାଳ ସାରା ଦେଶରେ ଟପ୍ପର ହୋଇଛନ୍ତି । ତେବେ ରାଜ୍ୟର ବହୁ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ୱଇଥ୍‌ହେଲ୍ଡ  ଥିବାରୁ ଆଶଙ୍କା ଭିତରେ ସଂପୃକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ  ରହିଛନ୍ତି। ଏଥର ପାସ୍ ହାର ରହିଛି ୮୨ ପ୍ରତିଶତ। […]

CBSE-EP1-2

CBSE-EP1-2

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 08:12 PM IST

ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପୂର୍ବ ବର୍ଷ ଭଳି ଏଥର ବି ବାଜି ମାରିଛନ୍ତି ଛାତ୍ରୀ। ଶ୍ରେଷ୍ଠ ୩ଟି ସ୍ଥାନରେ ୪ ଜଣଙ୍କ ଭିତରୁ ୩ଜଣ ଛାତ୍ରୀ ଥିବା ବେଳେ ନୋଏଡ଼ାର ଛାତ୍ରୀ ରକ୍ଷା ଗୋପାଳ ସାରା ଦେଶରେ ଟପ୍ପର ହୋଇଛନ୍ତି । ତେବେ ରାଜ୍ୟର ବହୁ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ୱଇଥ୍‌ହେଲ୍ଡ  ଥିବାରୁ ଆଶଙ୍କା ଭିତରେ ସଂପୃକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ  ରହିଛନ୍ତି। ଏଥର ପାସ୍ ହାର ରହିଛି ୮୨ ପ୍ରତିଶତ।  ୯୯.୬ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ନୋଏଡ଼ା ଆମିଟି ଇଣ୍ଟରନ୍ୟାସନାଲଲ୍ ସ୍କୁଲର କଳା ଛାତ୍ରୀ ରକ୍ଷା ଗୋପାଳ।

ଚଣ୍ଡିଗଡ଼ର ବିଜ୍ଞାନ ଛାତ୍ରୀ ଭୂମି ସାଓ୍ୱନ୍ତ ୯୯.୪ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଏବଂ ସେହି ଚଣ୍ଡିଗଡ଼ର ବାଣିଜ୍ୟ ବିଭାଗ ଛାତ୍ର ଆଦିତ୍ୟ ଜୈନ ଓ ଛାତ୍ରୀ ମନତ୍ ଲୁଥୁରା ୯୯.୨ ପ୍ରତିଶତ ରଖି ଯୁଗ୍ମ ତୃତୀୟ ହୋଇଛନ୍ତି। ଓଡ଼ିଶାର ଛାତ୍ରୀ ସୌମ୍ୟା ସମ୍ଭାବୀ ହାସଲ କରିଛନ୍ତି ୯୮.୪ ପ୍ରତିଶତ ନମ୍ବର । ସାଇ ଇଣ୍ଟରନ୍ୟାସନାଲ ସ୍କୁଲରୁ ବାଣିଜ୍ୟ ବିଭାଗରେ ଏହି ସଫଳତା ହାସଲ କରିଥିବା ସୌମ୍ୟାଙ୍କ ଅନୁଗୁଳ ସ୍ଥିତି ନାଲକୋନଗର ଘରେ ଏବେ ଉତ୍ସବର ପରିବେଶ। ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କେବଳ ଓଡ଼ିଶାରୁ ପରୀକ୍ଷା ଦେଇଥିଲେ ୧୫ ହଜାର ୨୭୮ ଜଣ ହେଲେ ଫଳ ପ୍ରକାଶନ ପରେ ରାଜ୍ୟର ଅନେକ ସ୍କୁଲର ବହୁ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ୱଇଥ୍‌ହେଲ୍ଡ ରହିଛି। ଏହା ଯାନ୍ତ୍ରିକ ତ୍ରୁଟି ଏବଂ କାଲି ସକାଳ ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବା ନେଇ ସିବିଏସ୍ଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story