ସିବିଏସ୍‌ଇ ରେଜଲ୍ଟ ବିଭ୍ରାଟ୍‌; ନବୀନଙ୍କ ଚିଠିର ଉତ୍ତର ରଖିଲେ ପ୍ରକାଶ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାଦଶ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ଛାତ୍ରଛାତ୍ରୀଙ୍କ ନମ୍ବରରେ ଅସଙ୍ଗତି ଥିବା ଦୃଷ୍ଟିକୁ ଆସିଛି। ଏହି ମାମଲାରେ ହସ୍ତକ୍ଷେପ କରି ସିବିଏସ୍‌ଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ କେତେକ ଛାତ୍ରଛାତ୍ରୀଙ୍କ ଅଭିଭାବକ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ଧର୍ମେନ୍ଦ୍ର […]

prakash-javadekar-pti.jpg12344

prakash-javadekar-pti.jpg12344

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 09:06 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାଦଶ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ଛାତ୍ରଛାତ୍ରୀଙ୍କ ନମ୍ବରରେ ଅସଙ୍ଗତି ଥିବା ଦୃଷ୍ଟିକୁ ଆସିଛି। ଏହି ମାମଲାରେ ହସ୍ତକ୍ଷେପ କରି ସିବିଏସ୍‌ଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ କେତେକ ଛାତ୍ରଛାତ୍ରୀଙ୍କ ଅଭିଭାବକ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ଧର୍ମେନ୍ଦ୍ର ଟ୍ୱିଟ୍‌ କରି ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଅନୁରୋଧ କରିଥିଲେ।

ଧର୍ମେନ୍ଦ୍ର ଟ୍ୱିଟ୍‌ର ରିଟ୍ୱିଟ୍‌ କରି ଜାଭାଡେକର କହିଛନ୍ତି,“ଆସନ୍ତାକାଲି ଦୁଇ ଜଣ ବରିଷ୍ଠ ଅଧିକାରୀ ଭୁବନେଶ୍ୱର ଆସୁଛନ୍ତି। ସେମାନେ ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନରେ ହୋଇଥିବା ତ୍ରୁଟି ବିଚ୍ୟୁତ୍‌କୁ ନେଇ ସମ୍ପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ପନ୍ଥା ବାହାର କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story