ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶିତ; ଭୁବନେଶ୍ୱର ରିଜିଅନ୍‌ରେ ଶୁଭମ ଆଚାର୍ଯ୍ୟ ଟପ୍ପର

ଭୁବନେଶ୍ୱର: ଆଜି ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ଓଡ଼ିଶାରୁ ୧୩,୫୬୬ ଜଣ ପିଲାଙ୍କ ମଧ୍ୟରୁ ୧୧,୭୨୦ ପିଲା ପାସ୍‌ କରିଛନ୍ତି। ଚଳିତ ବର୍ଷ ପାସହାର ରହିଛି ୮୬.୩୯ %। ଭୁବନେଶ୍ୱର ରିଜିଅନ୍‌ରେ ମଦର ପବ୍ଲିକ ସ୍କୁଲର ଶୁଭମ ଆଚାର୍ଯ୍ୟ ୯୮.୪% ମାର୍କ ରଖି ଟପ୍ପର ହୋଇଛନ୍ତି। ସେହିପରି ଭୁବନେଶ୍ୱର ରିଜିଅନ୍‌ରେ ଦ୍ୱିତୀୟ ସ୍ଥାନରେ ଆୟୁଷି ଅଗ୍ରୱାଲ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ରିଷବ କୁମାର ଓ ସନ୍ଦୀପ […]

cbse

cbse

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 03:14 PM IST

Sports

Latest News

subham achrjyaଭୁବନେଶ୍ୱର: ଆଜି ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ଓଡ଼ିଶାରୁ ୧୩,୫୬୬ ଜଣ ପିଲାଙ୍କ ମଧ୍ୟରୁ ୧୧,୭୨୦ ପିଲା ପାସ୍‌ କରିଛନ୍ତି। ଚଳିତ ବର୍ଷ ପାସହାର ରହିଛି ୮୬.୩୯ %। ଭୁବନେଶ୍ୱର ରିଜିଅନ୍‌ରେ ମଦର ପବ୍ଲିକ ସ୍କୁଲର ଶୁଭମ ଆଚାର୍ଯ୍ୟ ୯୮.୪% ମାର୍କ ରଖି ଟପ୍ପର ହୋଇଛନ୍ତି।

ସେହିପରି ଭୁବନେଶ୍ୱର ରିଜିଅନ୍‌ରେ ଦ୍ୱିତୀୟ ସ୍ଥାନରେ ଆୟୁଷି ଅଗ୍ରୱାଲ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ରିଷବ କୁମାର ଓ ସନ୍ଦୀପ ପଟ୍ଟନାୟକ।

ସିବିଏସ୍‌ଇ ଭୁବନେଶ୍ୱର ରିଜିଅନ୍‌ ଅଧିନରେ ଛତିଶଗଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ରହିଛି। ଚଳିତ ଥର ପୁଅଙ୍କ ତୁଳନାରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି। ସରକାରୀ ଏବଂ ଅନ୍ୟ ବେସରକାରୀ ସ୍କୁଲ ତୁଳନାରେ ଜବାହର ନବୋଦୟ ବିଦ୍ୟାଳୟ ୯୭.୭୦ ପ୍ରତିଶତପାସ୍‌ ହାର ସହ ଭଲ ରେଜଲ୍ଟ କରିଛି। ଭୁବନେଶ୍ୱର ରିଜିଅନ୍‌ରେ ପରୀକ୍ଷା ଦେଇଥିବା ୫୩,୧୮୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରଙ୍କ ପାସ୍‌ ହାର ୮୬.୨୭ % ଥିବା ବେଳେ ଛାତ୍ରୀଙ୍କ ପାସ ହାର ରହିଛି ୯୧ %।

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବେଶ୍‌ ସଫଳତା ହାସଲ କରିଛି କଟକ ଫୁଲନଖରା ସ୍ଥିତ ଡିପିଏସ୍‌ କଳିଙ୍ଗା। ଚଳିତ ବର୍ଷ ବିଜ୍ଞାନ, ହ୍ୟୁମାନିଟି ଓ ବାଣିଜ୍ୟରେ ୨୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନରେ ଭବେଶ ଭାର୍ଗବ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ରାଧିକା ଚୋପାଡିଆ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ଇଷ୍ଟନ୍‌ ରିଜିଅନ୍‌ରେ ଟପ୍ପର ଶୁଭମ ଆଚାର୍ଯ୍ୟ କହିଛନ୍ତି,“ ବିଶ୍ୱାସ କରିପାରୁ ନାହିଁ ଯେ ମୁଁ ଇଷ୍ଟନ୍‌ ରିଜିଅନ୍‌ରେ ଟପ୍ପର ହୋଇଛି ବୋଲି। ଟପ୍ପର ହୋଇବହୁତ ଖୁସି ଅଛି। ପ୍ରର୍ଦୂଷଣକୁ ରୋକିବା ଲାଗି ମୁଁ ଜଣେ ରିସର୍ଚ୍ଚ କରିବି। କିଛି ଭଲ ଜିନିଷ ବାହାର କରିବି। ଯାହା ପ୍ରର୍ଦୂଷଣକୁ ରଖିବାକୁ ସାହାଯ୍ୟ କରିବ।”

ଭୁବନେଶ୍ୱର ରିଜିଅନ୍‌ରେ ତୃତୀୟ ସ୍ଥାନରେ ରହିଥିବା ସନ୍ଦୀପ ପଟ୍ଟନାୟକ କହିଛନ୍ତି,“କଠିନ ପରିଶ୍ରମର ଫଳ ଶେଷରେ ମିଳିଲା। ବହୁତ ଖୁସି ଲାଗୁଛି ଯେ ମୁଁ ଓଡ଼ିଶା ରିଜିଅନ୍‌ରେ ତୃତୀୟ ସ୍ଥାନରେ ରହିଛି। ମୁଁ ଏବେ ଆଇଆଇଟି ଜେଇଇ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଜେଇଇ ମେନ୍‌ ଦେଇଛି ଆଡଭାନ୍ସ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story