CBSE UGC-NET 2018 ପାଇଁ ଘୋଷଣା ହେଲା ତାରିଖ, ଦେଖନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):  ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ(CBSE) ଜୁନିୟର ରିସର୍ଚ୍ଚ ଫେଲୋସିପ୍‌(JRF) ଓ ସହାୟକ ପ୍ରଫେସର ପଦବୀ ଲାଗି ଅନୁଷ୍ଠିତ ହେବାକୁ ଥିବା UGC-NET 2018 ପରୀକ୍ଷା ଲାଗି ଆଚରଣ ବିଧି ସହ ତାରିଖ ଘୋଷଣା ହୋଇଛି। CBSE ନୋଟିଫିକେଶନ ମୁତାବକ, ଏହି ପରୀକ୍ଷା ୨୦୧୮ଜୁଲାଇ ୮ ତାରିଖ(ରବିବାର)ରେ ଅନୁଷ୍ଠିତ ହେବ।  JRFରେ ଯୋଗଦାନ ଲାଗି ସର୍ବୋଚ୍ଚ ବୟସସୀମା ୨୮ରୁ ୩୦ ବର୍ଷ ରହିଛି । ତଥାପି ଏଥିରେ ୨ ବର୍ଷ କୋହଳ କରାଯାଇଛି। କିନ୍ତୁ […]

UGC-NET-2018

UGC-NET-2018

Rakesh Mallick
  • Published: Monday, 22 January 2018
  • Updated: 22 January 2018, 07:24 PM IST

Sports

Latest News

ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):  ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ(CBSE) ଜୁନିୟର ରିସର୍ଚ୍ଚ ଫେଲୋସିପ୍‌(JRF) ଓ ସହାୟକ ପ୍ରଫେସର ପଦବୀ ଲାଗି ଅନୁଷ୍ଠିତ ହେବାକୁ ଥିବା UGC-NET 2018 ପରୀକ୍ଷା ଲାଗି ଆଚରଣ ବିଧି ସହ ତାରିଖ ଘୋଷଣା ହୋଇଛି।

CBSE ନୋଟିଫିକେଶନ ମୁତାବକ, ଏହି ପରୀକ୍ଷା ୨୦୧୮ଜୁଲାଇ ୮ ତାରିଖ(ରବିବାର)ରେ ଅନୁଷ୍ଠିତ ହେବ।  JRFରେ ଯୋଗଦାନ ଲାଗି ସର୍ବୋଚ୍ଚ ବୟସସୀମା ୨୮ରୁ ୩୦ ବର୍ଷ ରହିଛି । ତଥାପି ଏଥିରେ ୨ ବର୍ଷ କୋହଳ କରାଯାଇଛି। କିନ୍ତୁ ବୟସ କୋହଳ ଲାଗି ଥିବା ସର୍ତ୍ତାବଳୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଇଚ୍ଛୁକ ପ୍ରାର୍ଥୀ  ମାର୍ଚ୍ଚ ୬ ତାରିଖଠାରୁ ଅନ୍‌ଲାଇନ୍‌ରେ ଏଥିପାଇଁ ଆବେଦନ କରିପାରିବେ। ଏକମାସ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ ଓ ଏହାର ଶେଷ ତାରିଖ ରହିଛି ୫ ଏପ୍ରିଲ୍‌ ୨୦୧୮। ଏଥିପାଇଁ ଥିବା ଆବେଦନ ଶୁଳ୍କ ୬ ଏପ୍ରିଲ୍‌ ଶୁଦ୍ଧା ଭରଣା କରିବାକୁ ପଡିବ।

ସବିଶେଷ ବିବରଣୀ ଜାଣିବା ଲାଗି http://cbsenet.nic.in ରେ ଲଗ୍‌ଇନ୍‌ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story