ସିସିଟିଭି ଆଖିରେ ଭୁବନେଶ୍ୱର କୋର୍ଟ: ପ୍ରତିଟି ମୁହୂର୍ତ୍ତକୁ କରିବ କଏଦ

ଭୁବନେଶ୍ୱର: ଅପରାଧ ଓ ଅପରାଧୀଙ୍କୁ ଜଗିବ ସିସିଟିଭି। ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର କୋର୍ଟ ରହିବ। କୋଣ ଅନୁକୋଣରେ ଲାଗିଛି ପ୍ରାୟ ୧୦୦ ସିସିଟିଭି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟଙ୍କ ପାଇଲଟ ପ୍ରୋଜେକ୍ଟ ଆକାରରେ ଭୁବନେଶ୍ୱର ଓ ରାୟଗଡା କୋର୍ଟରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉଛି। କୋର୍ଟ ରୁମ୍, ଅଫିସିଆଲ ରୁମ, କୋର୍ଟ ପରିସର ଓ କୋର୍ଟ ବାହାର ପଟେ ସବୁଠି  ଲାଗୁଛି ସିସିଟିଭି। ପ୍ରାୟ ତିନି ପ୍ରକାର ସିସିଟିଭି ଲାଗୁଛି। ସେଗୁଡ଼ିକ ହେଲା ପିଟିଜେଡ୍, ଆଇପି ଓ […]

cctv-installer_manchester

cctv-installer_manchester

Rakesh Mallick
  • Published: Monday, 15 May 2017
  • Updated: 15 May 2017, 09:12 PM IST

Sports

Latest News

ଭୁବନେଶ୍ୱର: ଅପରାଧ ଓ ଅପରାଧୀଙ୍କୁ ଜଗିବ ସିସିଟିଭି। ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର କୋର୍ଟ ରହିବ। କୋଣ ଅନୁକୋଣରେ ଲାଗିଛି ପ୍ରାୟ ୧୦୦ ସିସିଟିଭି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟଙ୍କ ପାଇଲଟ ପ୍ରୋଜେକ୍ଟ ଆକାରରେ ଭୁବନେଶ୍ୱର ଓ ରାୟଗଡା କୋର୍ଟରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉଛି। କୋର୍ଟ ରୁମ୍, ଅଫିସିଆଲ ରୁମ, କୋର୍ଟ ପରିସର ଓ କୋର୍ଟ ବାହାର ପଟେ ସବୁଠି  ଲାଗୁଛି ସିସିଟିଭି। ପ୍ରାୟ ତିନି ପ୍ରକାର ସିସିଟିଭି ଲାଗୁଛି। ସେଗୁଡ଼ିକ ହେଲା ପିଟିଜେଡ୍, ଆଇପି ଓ ଜୁମଅନ୍ କ୍ୟାମେରା।

କ୍ୟାମେରା ପରିଚାଳନା ପାଇଁ ୩ଟି କଣ୍ଟ୍ରୋଲରୁମ୍ କରାଯିବ। ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କଡା ତଦାରଖ ଭିତରେ ରହିବ ଏସବୁ ସିସିଟିଭି। ଦିନେ ଦୁଇଦିନ ମଧ୍ୟରେ ଏହା  ବିଧିବଦ୍ଧେ ଭାବେ କାର୍ଯ୍ୟକ୍ଷମ ହେବ। କୋର୍ଟରେ ସିସିଟିଭି ଲାଗିବାକୁ ଅନେକ ଆଇନଜୀବୀ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story