ରାଜ୍ୟର ବିରୋଧ ପରେ ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ଡିପିଆରରେ ପରିବର୍ତ୍ତନ କଲା କେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବିରୋଧ ପରେ ମଦାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ଡିପିଆରରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି। ଏବେ କେନ୍ଦ୍ର ମହାନଦୀ-ରୂଷିକୂଲ୍ୟା ସଂଯୋଗୀକରଣ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ  ମହାନଦୀ-ଗୋଦାବରୀ ଲିଙ୍କ ସହଜ ହୋଇପାରିବ ବୋଲି କୁହାଯାଉଛି। କେବଳ ମହାନଦୀ-ରୂଷିକୂଲ୍ୟା ନୁହେଁ,  ମହାନଦୀ-ବ୍ରାହ୍ଣଣୀ ଓ ବଂଶଧାରା-ରୂଷିକୂଲ୍ୟା ନଦୀ ସଂଯୋଗୀକରଣ ନେଇ ମଧ୍ୟ କେନ୍ଦ୍ରର ପ୍ରସ୍ତାବ ରହିଛି। ଓଡିଶା ଭିତରେ ଏହି ୩ଟି  ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ  ରାଜ୍ୟ […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 10:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବିରୋଧ ପରେ ମଦାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ଡିପିଆରରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି। ଏବେ କେନ୍ଦ୍ର ମହାନଦୀ-ରୂଷିକୂଲ୍ୟା ସଂଯୋଗୀକରଣ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ  ମହାନଦୀ-ଗୋଦାବରୀ ଲିଙ୍କ ସହଜ ହୋଇପାରିବ ବୋଲି କୁହାଯାଉଛି।

କେବଳ ମହାନଦୀ-ରୂଷିକୂଲ୍ୟା ନୁହେଁ,  ମହାନଦୀ-ବ୍ରାହ୍ଣଣୀ ଓ ବଂଶଧାରା-ରୂଷିକୂଲ୍ୟା ନଦୀ ସଂଯୋଗୀକରଣ ନେଇ ମଧ୍ୟ କେନ୍ଦ୍ରର ପ୍ରସ୍ତାବ ରହିଛି। ଓଡିଶା ଭିତରେ ଏହି ୩ଟି  ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ  ରାଜ୍ୟ ଉପରେ କେନ୍ଦ୍ର ସରକାର ଚାପ ପକାଉଛନ୍ତି। କିନ୍ତୁ ନଦୀ ସଂଯୋଗୀକରଣ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରୁନାହାଁନ୍ତି।

ନଦୀ ସଂଯୋଗୀକରଣ ନେଇ ୧୩ ତମ ସ୍ୱତନ୍ତ୍ର ବୈଠକରେ ଓଡ଼ିଶା ଭିତରେ ପ୍ରସ୍ତାବିତ ୩ଟି ପ୍ରକଳ୍ପର ଡିପିଆର ମାଗିଛନ୍ତି ରାଜ୍ୟ ସରକାର। ପୂର୍ବରୁ ରାଜ୍ୟର ଯୁକ୍ତି ଥିଲା ମହାନଦୀରେ ଅଧିକ ଜଳ ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମହାନଦୀ ଶୁଖିଯିବ ଓ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହେବେ। ହେଲେ କେନ୍ଦ୍ର କହୁଛି, ମାନସ-ସଙ୍କୋଷ-ତୀସ୍ତା-ଗଙ୍ଗା ସଂଯୋଗୀକରଣ ଦ୍ୱାରା ମହାନଦୀ ବେସିନ୍‌କୁ ଅଧିକ ଜଳ ଆସିବ। ଏହାସହ ସମୁଦ୍ରକୁ ବୋହି ଯାଉ ଥିବା ଅବ୍ୟବହୃତ ଜଳକୁ ମଧ୍ୟ ବ୍ୟବହାର କଲେ ଓଡିଶା ସମେତ ଦକ୍ଷିଣ ଭାରତ ରାଜ୍ୟଗୁଡିକ ଲାଭ ପାଇବେ।

ନଦୀ ସଂଯୋଗୀକରଣ ନେଇ କେନ୍ଦ୍ର ସରକାର ବାରମ୍ବାର ଚାପ ପକାଇଲେ ମଧ୍ୟ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରୁନାହାଁନ୍ତି। ଫଳରେ ନଦୀ ସଂଯୋଗୀକରଣ ପ୍ରକଳ୍ପ ଆଗକୁ ବଢିବାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ମହାନଦୀ-ବ୍ରାହ୍ମଣୀ ସଂଯୋଗୀକରଣ ଓଡ଼ିଶା ପାଇଁ ସେତେଟା ଲାଭଜନକ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ମହାନଦୀ-ରୂଷିକୂଲ୍ୟା ଓ ବଂଶଧାରା-ରୂଷିକୂଲ୍ୟା ସଂଯୋଗୀକରଣ ଓଡିଶା ପାଇଁ ଲାଭଜନକ ହେବ। ଏଥିରେ କିଛି ବିସ୍ଥାପିତ ସମସ୍ୟା ରହିପାରେ ବୋଲି ଜଳ ସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ କହିଛନ୍ତି।

ସୂଚନାଯୋଗ୍ୟ, ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ପ୍ରସ୍ତାବର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ନେଇ ରାଜ୍ୟ ତା’ର ମତାମତ କେନ୍ଦ୍ରକୁ ଜଣାଇ ଦେଇଛି। ତେବେ ନ୍ୟାସନାଲ ଓ୍ୱାଟର୍ ଡେଭଲମେଣ୍ଟ ଏଜେନସି ଏନେଇ ତାଙ୍କର ଆଭିମୁଖ୍ୟ ରାଜ୍ୟକୁ ଜଣାଇ  ନାହାଁନ୍ତି। ଅନ୍ୟପକ୍ଷରେ ଏହି ୩ ପ୍ରକଳ୍ପ ଉପରେ ରାଜ୍ୟର ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ସମସ୍ତଙ୍କର ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story