ଓଡ଼ିଶାରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ, କଟକରେ କରିବେ ଅକ୍ଷୀମୁଠି ଅନୁକୁଳ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଟକ ଜିଲ୍ଲା କନ୍ଦରପୁରରେ ଅକ୍ଷୀମୁଠି ଅନୁକୁଳ କରିବା ପାଇଁ  ଆଜି କୃଷିମନ୍ତ୍ରୀ ରାଧାମୋହନ ସିଂ ଓଡ଼ିଶାରେ ପହଞ୍ଚିଛନ୍ତି। ସେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଅକ୍ଷୀମୁଠି ଅନୁକୂଳ କରିବା ପରେ ଚାଷୀଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂ। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। ଏହାପରେ […]

radhamohan-shing

radhamohan-shing

Rakesh Mallick
  • Published: Sunday, 08 May 2016
  • Updated: 08 May 2016, 03:32 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଟକ ଜିଲ୍ଲା କନ୍ଦରପୁରରେ ଅକ୍ଷୀମୁଠି ଅନୁକୁଳ କରିବା ପାଇଁ  ଆଜି କୃଷିମନ୍ତ୍ରୀ ରାଧାମୋହନ ସିଂ ଓଡ଼ିଶାରେ ପହଞ୍ଚିଛନ୍ତି। ସେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।

ଅକ୍ଷୀମୁଠି ଅନୁକୂଳ କରିବା ପରେ ଚାଷୀଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂ। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। ଏହାପରେ କଟକ ବିଦ୍ୟାଧରପୁର ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ହେବାକୁ ଥିବା ଅକ୍ଷୟ ତୃତୀୟା ଉତ୍ସବ ଓ କୃଷକ ମେଳାରେ  ଉଭୟ  କେନ୍ଦ୍ରମନ୍ତ୍ରୀ ଯୋଗଦେବେ ବୋଲି ବିଜେପି  ପକ୍ଷରୁ  ଏକ ପ୍ରେସବିବୃତିରେ  ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story