କ୍ଷତିରେ ବୁଡ଼ିଛି ସେସୁ: ହୋଇପାରେ ସମ୍ପୂର୍ଣ୍ଣ ଘରୋଇକରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷତିରେ ଚାଲୁଥିବା ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ସେସୁର ସମ୍ପୂର୍ଣ୍ଣ ଘରୋଇ କରଣ ହେବ। ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ନିଲାମୀ ବିଜ୍ଞାପନ ଦିଆଯାଇଛି। କମ୍ପାନୀ ଘରୋଇକରଣ ଲାଗି ଆଗରୁ ତିନି-ଚାରି ଥର ଉଦ୍ୟମ ହୋଇଥିଲେ ମଧ୍ୟ ନିବେଶକାରୀ ମିଳିନଥିଲେ। ତେଣୁ ଏଥର ଓଇଆରସିର ଉଦ୍ୟମ କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିଲାମୀ ପ୍ରକ୍ରିୟାରେ ଭାଗ ନେବାକୁ ଇଚ୍ଛୁକ ସଂସ୍ଥା ୫ ଲକ୍ଷ ଟଙ୍କା […]

electricity

electricity

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 08:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷତିରେ ଚାଲୁଥିବା ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ସେସୁର ସମ୍ପୂର୍ଣ୍ଣ ଘରୋଇ କରଣ ହେବ। ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ନିଲାମୀ ବିଜ୍ଞାପନ ଦିଆଯାଇଛି। କମ୍ପାନୀ ଘରୋଇକରଣ ଲାଗି ଆଗରୁ ତିନି-ଚାରି ଥର ଉଦ୍ୟମ ହୋଇଥିଲେ ମଧ୍ୟ ନିବେଶକାରୀ ମିଳିନଥିଲେ। ତେଣୁ ଏଥର ଓଇଆରସିର ଉଦ୍ୟମ କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ନିଲାମୀ ପ୍ରକ୍ରିୟାରେ ଭାଗ ନେବାକୁ ଇଚ୍ଛୁକ ସଂସ୍ଥା ୫ ଲକ୍ଷ ଟଙ୍କା ଜମା କରିବାକୁ ପ୍ରସ୍ତାବ ରହିଛି। ଓଇଆରସି କମ୍ପାନୀରେ ଓଇଆର୍‌ସିର ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଗ୍ରୀଡ୍‌କୋର ୪୯ ପ୍ରତିଶତ ଅଂଶଧନ ରହିଛି। ତେବେ ସେସୁ ଉପରେ ଏବେ ପ୍ରାୟ ୨୦୦୦ କୋଟିର ଆର୍ଥିକ ବୋଝ ରହିଛି। ସେହିପରି ଗ୍ରାହକଙ୍କ ଉପରେ ପ୍ରାୟ ୧୬,୦୦ କୋଟିର ପାଉଣା ବକେୟା ରହିଛି। ବର୍ଷବର୍ଷ ଧରି କ୍ଷତିରେ ଚାଲୁଥିବାରୁ ସେସୁକୁ ବିକ୍ରି କରିବା ଲାଗି ଓଇଆରସି ସ୍ଥିର କରିଛି। ତେବେ ସେସୁକୁ ବିକିବା ଲାଗି ନୀତିଗତ ନିଷ୍ପତ୍ତି ହୋଇନଥିବା ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

ଯଦି ସେସୁ ବିକ୍ରି ହୋଇଯାଏ, ତାହାହେଲେ ଜଟିଳ ଆର୍ଥିକ ସ୍ଥିତିର ସମାଧାନ ହେବ କି? ୨୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ଭରଣା କରିବାକୁ ହେଲେ ବିଦ୍ୟୁତ୍ ଶୁଳ୍କ ବଢାଇବାକୁ ପଡିବ। ଏହାଦ୍ୱାରା ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ବଢିବ। ଯାହାକୁ ଉପଭୋକ୍ତା ସଂଘ ଦୃଢ଼ ବିରୋଧ କରିଆସୁଛି। ସେହିପରି କମ୍ପାନୀ ବିଦ୍ୟୁତ୍ ବିତରଣ କରୁଥିବା କଟକ, ପାରାଦ୍ୱୀପ ଓ ଢେଙ୍କାନାଳ ସର୍କଲରେ ଏହାର ୭୦୦୦ରୁ ଅଧିକ କର୍ମଚାରୀ ଅଛନ୍ତି। ଯଦି ସେସୁ ବିକ୍ରି ହୁଏ ଏହି କର୍ମଚାରୀଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ବି ପ୍ରଶ୍ନ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story