ନବୀନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ବିଜୟ ନାୟକ

ଭୁବନେଶ୍ୱର: ନବୀନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରୁ  ବିଧାୟକ ବିଜୟ ନାୟକ ବାଦ୍‌ ପଡ଼ିଥିବା ସୂଚନା ମିଳିଛି। ବିବାଦରେ ଥିବାରୁ ସେ ମନ୍ତ୍ରୀ ପଦ ହରାଇଥିବା କୁହାଯାଉଛି।

ବିଜୟ ନାୟକ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଗତକାଲି ଚର୍ଚ୍ଚା ହୋଇଥିଲା।