ବାଲେଶ୍ୱର: ଚାନ୍ଦିପୁରରୁ ବାରାକ୍‌ ମିଜାଇଲ୍‌ର ହେଲା ପରୀକ୍ଷଣ

ବାଲେଶ୍ୱର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ୍‌ ବାରାକ୍‌ର ପରୀକ୍ଷଣ ଆଜି ସକାଳ ୮ଟା ୧୬ ମିନିଟ୍‌ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ଲଞ୍ଚ ପ୍ୟାଡ୍‌ରୁ ପରୀକ୍ଷଣ କରାଯାଇଛି। ଭାରତ ଓ ଇସ୍ରାଇଲ୍‌ର ମିଳିତ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ମିଜାଇଲ୍‌ ଶତ୍ରୁପକ୍ଷର ମିଜାଇଲକୁ ଚିହ୍ନଟ କରି ୭୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରିପାରିବ। ଏହି ମିଜାଇଲ୍‌ର ଲମ୍ୱ ସାଢେ ୪ମିଟର, ଓଜନ ୨୭୫ କିଲୋଗ୍ରାମ୍‌ ଓ ଏଥିରେ ପ୍ରାୟ […]

bls

bls

Rakesh Mallick
  • Published: Thursday, 30 June 2016
  • Updated: 30 June 2016, 09:42 AM IST

ବାଲେଶ୍ୱର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ୍‌ ବାରାକ୍‌ର ପରୀକ୍ଷଣ ଆଜି ସକାଳ ୮ଟା ୧୬ ମିନିଟ୍‌ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ଲଞ୍ଚ ପ୍ୟାଡ୍‌ରୁ ପରୀକ୍ଷଣ କରାଯାଇଛି। ଭାରତ ଓ ଇସ୍ରାଇଲ୍‌ର ମିଳିତ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ମିଜାଇଲ୍‌ ଶତ୍ରୁପକ୍ଷର ମିଜାଇଲକୁ ଚିହ୍ନଟ କରି ୭୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରିପାରିବ। ଏହି ମିଜାଇଲ୍‌ର ଲମ୍ୱ ସାଢେ ୪ମିଟର, ଓଜନ ୨୭୫ କିଲୋଗ୍ରାମ୍‌ ଓ ଏଥିରେ ପ୍ରାୟ ୬୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ବାରାକ୍‌ର ନାଭାଲ୍‌ ଭର୍ସନ୍‌କୁ ପ୍ରଥମ ଥର ପାଇଁ ୨୦୧୫ ମସିହା ଡିସେମ୍ୱର ୨୯ ଓ ୩୦ ତାରିଖରେ ପରୀକ୍ଷା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story