ଚାନ୍ଦିପୁର: ‘ଇଣ୍ଟରସେପ୍ଟର’ କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଳ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ହୋଇଥିବା ‘ଇଣ୍ଟସେପ୍ଟର’ କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଲ ହୋଇଛି। ୪ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଧାର୍ଯ୍ୟ ସମୟ  ସକାଳ ୧୦ଟା ୨୫ ମିନିଟ୍‌ ସମୟରେ ‘ଇଣ୍ଟରସେପ୍ଟର’ କ୍ଷେପଣାସ୍ତ୍ର ଛଡାଯାଇଥିଲା। ତେବେ ଏହି କ୍ଷେପଣାସ୍ତ୍ରକୁ ଲକ୍ଷ୍ୟ କରାଯାଇ ଅବୁଦୁଲ କଲାମ ଦ୍ୱିପରୁ ଛଡାଯିବାକୁ ଥିବା ‘ଏୟାର ଡିଫେନ୍ସ’ କ୍ଷେପଣାସ୍ତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛଡାଯାଇ ପାରି ନ ଥିଲା। ଫଳରେ ଆକାଶ ମାର୍ଗରେ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରାଯିବା ଲକ୍ଷ୍ୟ ସଫଳ […]

interceptor missile

interceptor missile

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 03:35 PM IST

Sports

Latest News

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ହୋଇଥିବା ‘ଇଣ୍ଟସେପ୍ଟର’ କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଲ ହୋଇଛି। ୪ ନମ୍ବର ଲଞ୍ଚ ପ୍ୟାଡରୁ ଆଜି

ଧାର୍ଯ୍ୟ ସମୟ  ସକାଳ ୧୦ଟା ୨୫ ମିନିଟ୍‌ ସମୟରେ ‘ଇଣ୍ଟରସେପ୍ଟର’ କ୍ଷେପଣାସ୍ତ୍ର ଛଡାଯାଇଥିଲା। ତେବେ ଏହି କ୍ଷେପଣାସ୍ତ୍ରକୁ ଲକ୍ଷ୍ୟ କରାଯାଇ ଅବୁଦୁଲ କଲାମ ଦ୍ୱିପରୁ ଛଡାଯିବାକୁ ଥିବା ‘ଏୟାର ଡିଫେନ୍ସ’ କ୍ଷେପଣାସ୍ତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛଡାଯାଇ ପାରି ନ ଥିଲା। ଫଳରେ ଆକାଶ ମାର୍ଗରେ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରାଯିବା ଲକ୍ଷ୍ୟ ସଫଳ ହୋଇପାରି ନ ଥିଲା।

ସମୁଦ୍ର ଭିତରେ ୪୦ କିଲୋମିଟର ଦୂରତା ମଧ୍ୟରେ ଇଣ୍ଟରସେପ୍ଟରକୁ ଲକ୍ଷ୍ୟଭେଦ କରିବାର ଯୋଜନା ରଖାଯାଇ ଏଭଳି ପରୀକ୍ଷଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story