ବଦଳିଲା ଗୁରୁପ୍ରିୟା ସେତୁ ଡିଜାଇନ୍‌

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ନିର୍ମାଣ ହେଉଥିବା ଗୁରୁପ୍ରିୟା ସେତୁର ଡିଜାଇନ୍‌ ବଦଳିଛି। ଏଥିରେ ୧୦୨ ପାଇଲ୍‌ ଜାଗାରେ ୧୩୬ଟି ନିର୍ମାଣ କରାଯିବ। ସେହିପରି ୨୨ଟି ସ୍ପାନ୍‌ ସ୍ଥାନରେ ୨୩ଟି ନିର୍ମାଣ କରାଯିବ। କିଛି ଅଂଶରେ କଂକ୍ରିଟ୍‌ ସ୍ଥାନରେ ଷ୍ଟିଲ୍‌ ଲାଗିବ ବୋଲି ଆଜି ସେତୁ କାମ ଅନୁଧ୍ୟାନ କରିବାକୁ ଆସିଥିବା ବିଶେଷଜ୍ଞ ଟିମ୍‌ ପରାମର୍ଶ ଦେଇଛି। ପୂର୍ବରୁ ପାଇଲ ୧୨ରୁ ୧୬ ମଧ୍ୟରେ ଥିବା ୪ଟି ପାଇଲ୍‌ ନଇଁ ଯାଇଥିବାରୁ ଡିଜାଇନ୍‌କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି […]

gurupriya bridge.jpg12

gurupriya bridge.jpg12

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 10:10 PM IST

Sports

Latest News

gurupriya bridgeଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ନିର୍ମାଣ ହେଉଥିବା ଗୁରୁପ୍ରିୟା ସେତୁର ଡିଜାଇନ୍‌ ବଦଳିଛି। ଏଥିରେ ୧୦୨ ପାଇଲ୍‌ ଜାଗାରେ ୧୩୬ଟି ନିର୍ମାଣ କରାଯିବ। ସେହିପରି ୨୨ଟି ସ୍ପାନ୍‌ ସ୍ଥାନରେ ୨୩ଟି ନିର୍ମାଣ କରାଯିବ। କିଛି ଅଂଶରେ କଂକ୍ରିଟ୍‌ ସ୍ଥାନରେ ଷ୍ଟିଲ୍‌ ଲାଗିବ ବୋଲି ଆଜି ସେତୁ କାମ ଅନୁଧ୍ୟାନ କରିବାକୁ ଆସିଥିବା ବିଶେଷଜ୍ଞ ଟିମ୍‌ ପରାମର୍ଶ ଦେଇଛି।

ପୂର୍ବରୁ ପାଇଲ ୧୨ରୁ ୧୬ ମଧ୍ୟରେ ଥିବା ୪ଟି ପାଇଲ୍‌ ନଇଁ ଯାଇଥିବାରୁ ଡିଜାଇନ୍‌କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ବର୍ଷା ଦିନରେ ସେତୁ ନିର୍ମାଣରେ ଯେପରି କିଛି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ଦେଇ ଗାର୍ଡ଼ ଗୁଡ଼ିକୁ ଷ୍ଟ୍ରେସିଂ କରାଯିବ। ଯଦି ଷ୍ଟ୍ରେସିଂ କାମ ନ ସରେ ତାହାହେଲେ ପାଣି ପଶିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ଟିମ୍‌ କହିଛି। ଏବେ ୩ଟି ଗାର୍ଡ଼ର ଷ୍ଟ୍ରେସିଂ କାମ ଜୋରସୋରରେ ଚାଲିଛି।

ଗୁରୁପ୍ରିୟା ସେତୁ ଡିଜାଇନ୍‌ ବଦଳିଲେ ମଧ୍ୟ ଖର୍ଚ୍ଚ ସମାନ ରହିବ। ବର୍ତ୍ତମାନ ସୁଦ୍ଧା ୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ମୋଟ୍‌ ବ୍ୟୟ ଅଟକଳ ରହିଛି ୧୭୧ କୋଟି ୮୦ ଲକ୍ଷ ଟଙ୍କା। ସେତୁ କାମ ୩ ବର୍ଷରେ ସାରିବାକୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୨ ବର୍ଷ ବିତିଗଲାଣି। ତଥାପି ଆସନ୍ତା ବର୍ଷ ସେପ୍ଟେମ୍ୱର ସୁଦ୍ଧା କାମ ସରିବ ବୋଲି ଅଧିକାରୀମାନେ କହୁଛନ୍ତି।

ଗୁରୁପ୍ରିୟା ସେତୁ ମୁଖ୍ୟ ଡିଜାଇନରେ ଏନ୍‌.ସି. ପାଲ୍‌ କହିଛନ୍ତି, “ବର୍ଷା ଦିନରେ ପୋଲ ନିର୍ମାଣରେ ଯେପରି କିଛି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟିଦେଇ ଗାର୍ଡ଼ର ଗୁଡ଼ିକୁ ଷ୍ଟ୍ରେସିଂ କରିବୁ। ଗାର୍ଡ଼ର ଗୁଡ଼ିକ ଷ୍ଟ୍ରେସିଂ ହୋଇଗଲେ କିଛି ଅସୁବିଧା ହେବନି। କାମ ଠିକ୍ ଭାବେ ହେବ।”

ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, “ଏବେ ନଦୀରେ ପାଣି ବଢ଼ିଛି। ଏହା ସତ୍ତ୍ୱେ କାମ କିପରି ଚାଲିବ ସେ ସମ୍ପର୍କରେ ତର୍ଜମା କରିବା ପାଇଁ ଆଜି ଅଧିକାରୀମାନେ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story