୮୫:୧୫ ଅନୁପାତରେ ଚାଉଳ-ଗହମ ଯୋଗାଣ ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଖାଦ୍ୟ ନିରାପତ୍ତା ଆଇନ ଆନୁକୂଲ୍ୟରେ ରାଜ୍ୟର ଦାବି ମୁତାବକ ୮୫:୧୫ ଅନୁପାତରେ ଚାଉଳ-ଗହମ ଯୋଗାଇ ଦେବାକୁ କେନ୍ଦ୍ରର ଘୋଷଣାକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା ଚିଠି ଓ କେନ୍ଦ୍ର ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ଯୋଗାଣ ବିଭାଗକୁ ଲେଖାଯାଇଥିବା ଚିଠି ମଧ୍ୟରେ ଥିବା ଅସଙ୍ଗତିକୁ ନେଇ ଏହି ଦ୍ୱନ୍ଦ୍ୱ ଉପୁଜିଛି। ଦୁଇଟି ଚିଠିରେ ଦୁଇଟି ମାସ ଉଲ୍ଲେଖ ଥିବାରୁ ଏଥିରୁ […]

rice

rice

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 05:44 PM IST

Sports

Latest News

riceଭୁବନେଶ୍ୱର: ଖାଦ୍ୟ ନିରାପତ୍ତା ଆଇନ ଆନୁକୂଲ୍ୟରେ ରାଜ୍ୟର ଦାବି ମୁତାବକ ୮୫:୧୫ ଅନୁପାତରେ ଚାଉଳ-ଗହମ ଯୋଗାଇ ଦେବାକୁ କେନ୍ଦ୍ରର ଘୋଷଣାକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା ଚିଠି ଓ କେନ୍ଦ୍ର ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ଯୋଗାଣ ବିଭାଗକୁ ଲେଖାଯାଇଥିବା ଚିଠି ମଧ୍ୟରେ ଥିବା ଅସଙ୍ଗତିକୁ ନେଇ ଏହି ଦ୍ୱନ୍ଦ୍ୱ ଉପୁଜିଛି। ଦୁଇଟି ଚିଠିରେ ଦୁଇଟି ମାସ ଉଲ୍ଲେଖ ଥିବାରୁ ଏଥିରୁ କେଉଁଟା ଠିକ୍‌ ତାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରଶ୍ନ ଉଠାଇଛନ୍ତି।

ଦାସବର୍ମା କହିଛନ୍ତି, “ମୁଁ ଦୁଇଟି ଚିଠି ଦେଖିଛି, ଏଥିରେ ଦୁଇ ପ୍ରକାର ତଥ୍ୟ ରହିଛି। କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ମେ’ ମାସଠାରୁ ସଂଶୋଧିତ ଅନୁପାତରେ ଚାଉଳ-ଗହମ ମିଳିବ ବୋଲି ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ କେନ୍ଦ୍ର ଖାଦ୍ୟ ଯୋଗାଣ ବିଭାଗ ସଚିବ ରାଜ୍ୟ ଯୋଗାଣ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଜୁନ ମାସଠାରୁ ସଂଶୋଧିତ ଅନୁପାତରେ ଚାଉଳ-ଗହମ ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଛି। ଏହି ଦୁଇଟି ଚିଠିରେ ଥିବା ତଥ୍ୟରେ କିଛି ତାଳମେଳ ରହୁନାହିଁ। ଏଥିରୁ କେଉଁଟା ଠିକ୍‌ ମୁଁ ଜାଣିପାରୁ ନାହିଁ। ବିଧିବଦ୍ଧ ଭାବେ ମୋ ପାଖକୁ ତଥ୍ୟ ଆସିବା ପରେ ମେ’ରୁ କି ଜୁନରୁ କେନ୍ଦ୍ର ସରକାର ସଂଶୋଧିତ ଅନୁପାତରେ ଚାଉଳ-ଗହମ ଯୋଗାଇବେ ତାହା ଜଣାପଡିବ। ତେବେ ମିଳିଥିବା ଦୁଇଟି ଚିଠିରୁ କେଉଁଟା ଠିକ୍‌ ସେ ସମ୍ପର୍କରେ ସମୀକ୍ଷା କରିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି।”

ସେ କହିଛନ୍ତି,“ରାଜ୍ୟରେ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ହେବା ପରେ ରାଜ୍ୟବାସୀଙ୍କୁ ସେମାନଙ୍କ ମତାମତ ମାଗିଥିରୁ। ଉକ୍ତ ମତାମତକୁ ଆଧାର କରି ଆମେ କେନ୍ଦ୍ର ସରକାରଙ୍କୁ ୮୫:୧୫ ଅନୁପାତରେ ଚାଉଳ-ଗହମ ଯୋଗାଇ ଦେବାକୁ ଦାବି କରିଆସିଛୁ।”

ବାଲେଶ୍ୱରରେ ବିଜେପିର ବିକାଶ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଉଳ-ଗହମ କୋଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ନଖରେ ଛିଡୁଥିବା କଥାକୁ ନେଇ କ୍ରାନ୍ତି କରାଗଲା। କୁହାଯାଉଥିବା ଚିଠି ନ ଆସିଲେ ଆମେ ସନ୍ତୁଷ୍ଟ ହେବୁ ନାହିଁ। ଗତକାଲି ଚିଠି ଆସିଛି। ଏଥିରେ ରାଜ୍ୟକୁ ୮୫ ପ୍ରତିଶତରୁ ଅଧିକ ହାରରେ ଚାଉଳ ଯୋଗାଣ କରାଯିବାକୁ ଉଲ୍ଲେଖ ରହିଛି।”

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶସ୍ତା ରାଜନୀତି କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ଅନ୍ୟପକ୍ଷରେ ପାଶ୍ୱାନ ଧର୍ମେନ୍ଦ୍ରଙ୍କୁ ଆଉ ଏକ ଚିଠି ଲେଖି ପ୍ରଥମ ଚିଠିରେ ଭୁଲ ଥିବା ଉଲ୍ଲେଖ କରିଛନ୍ତି। ଦ୍ୱି ତୀୟ ଚିଠିରେ ମେ’ ନୁହେଁ ଜୁନ ପହିଲାରୁ ଓଡ଼ିଶାର ଦାବି ମୁତାବକ ୮୫:୧୫ ଅନୁପାତରେ ଚାଉଳ-ଗହମ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story