ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ୍‌

କଟକ: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍‌ଏସ୍‌ ଦାସ କମିଶନ୍‌ ଆଜି ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। କମିଶନ୍‌ଙ୍କ ସଚିବ ଦେବରାଜ ରାଉତ ସଚିବାଳୟରେ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଲଲିତ ଦାସଙ୍କୁ  ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବା ପରେ ଚିଟ୍‌ଫଣ୍ଡ୍ ତଦନ୍ତ କମିଶନଙ୍କ ସଚିବ କହିଥିଲେ,“ମୋଟ ୬୧, ୨୫୨ଟି ସତ୍ୟପାଠ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୯,୪୨୨ କ୍ଷୁଦ୍ର ଜମାକାରୀଙ୍କୁ […]

cheatfund

cheatfund

Rakesh Mallick
  • Published: Friday, 03 February 2017
  • Updated: 03 February 2017, 12:13 PM IST

Sports

Latest News

କଟକ: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍‌ଏସ୍‌ ଦାସ କମିଶନ୍‌ ଆଜି ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। କମିଶନ୍‌ଙ୍କ ସଚିବ ଦେବରାଜ ରାଉତ ସଚିବାଳୟରେ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଲଲିତ ଦାସଙ୍କୁ  ଏହି ରିପୋର୍ଟ ପ୍ରଦାନ କରିଛନ୍ତି।

ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବା ପରେ ଚିଟ୍‌ଫଣ୍ଡ୍ ତଦନ୍ତ କମିଶନଙ୍କ ସଚିବ କହିଥିଲେ,“ମୋଟ ୬୧, ୨୫୨ଟି ସତ୍ୟପାଠ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୯,୪୨୨ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ୧୧୨୪ ଜମାକାରୀଙ୍କୁ ଟଙ୍କା ଫେରାଯାଇଛି। ସଂପୃକ୍ତ କମ୍ପାନୀ ସହ ଆପୋଷ ବୁଝାମଣାରେ ଟଙ୍କା ଫେରସ୍ତ କରାଯାଇଛି।”

ସତ୍ୟପାଠ ଗୁଡ଼ିକ ମଧ୍ୟରୁ ୧୭୪ଟିରେ ଚିଟ୍‌ଫଣ୍ଡ କମ୍ପାନୀ ନାଁରେ ଅଭିଯୋଗ ରହିଛି। ସମସ୍ତ କମ୍ପାନୀକୁ କମିଶନ ନୋଟିସ୍‌ ଜାରି କରିଥିଲେ। ସେମାନଙ୍କ ମଧ୍ୟରୁ ୬୫ଟି କମ୍ପାନୀକୁ ଖବରକାଗଜ ମାଧ୍ୟମରେ କମିଶନ ନୋଟିସ୍‌ ଜାରି କରିଥିଲେ। ସେହିପରି ୨୭ଟି କମ୍ପାନୀର କୌଣସି ତଥ୍ୟ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦେଇ ପାରି ନ ଥିଲା।

୧୭୪ଟି କମ୍ପାନୀ ମଧ୍ୟରୁ ସି-ସୋରର ସର୍ବାଧିକ ୫୩୯୯ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ଏହାଛଡ଼ା  ଅର୍ଥତତ୍ତ୍ୱ ଗ୍ରୁପ୍‌ର ୪୨୫୫ ଜଣ, ସାରଦା ଗ୍ରୁପ୍‌ର ୯୨୯, ଆସ୍ଥା ଗୋଟ୍‌ ଫାର୍ମାଂର ୭୬୩ ଓ ଆସୋର ୭୩୭ ଜଣ ୧୦,୦୦୦ ଟଙ୍କାରୁ କମ୍‌ ଜମାକାରୀ ଅଛନ୍ତି।

ରୋଜଭ୍ୟାଲି ଓ ସ୍ୱାଭିମାନ ଡେଭଲପରର୍ସ ସମେତ ୯ଟି କମ୍ପାନୀ କମିଶନଙ୍କ ଅନୁମତି ନେଇ ଜମାକାରୀଙ୍କ ଟଙ୍କା ଫେରସ୍ତ କରିଛନ୍ତି।

ତୃତୀୟ ଅନ୍ତରୀଣ ରିପୋର୍ଟ ପାଇଁ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ୧,୧୪, ୩୮୩ଟି ସତ୍ୟପାଠର ତର୍ଜମା କରି କମିଶନ ଏହି ରିପୋର୍ଟ ପ୍ରଦାନ କରିବେ।

ଗତବର୍ଷ ମେ ୨୫ ତାରିଖରେ କମିଶନ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story