ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗ: ୨୫ରୁ ୧୫ଟି ଜିଲ୍ଲାରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ଛତିଶଗଡ଼ ସରକାରଙ୍କ ମନମୁଖୀ ନିଷ୍ପତ୍ତି ବିରୋଧରେ ୨୫ ତାରିଖରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଜୁ ଜନତା ଦଳ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଓ ବିକ୍ଷୋଭ କରିବ। ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ କରାଯିବ ବୋଲି ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ […]

bjd

bjd

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 03:09 PM IST

Sports

Latest News

sanjyaଭୁବନେଶ୍ୱର: ଛତିଶଗଡ଼ ସରକାରଙ୍କ ମନମୁଖୀ ନିଷ୍ପତ୍ତି ବିରୋଧରେ ୨୫ ତାରିଖରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଜୁ ଜନତା ଦଳ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଓ ବିକ୍ଷୋଭ କରିବ। ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ କରାଯିବ ବୋଲି ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଛତିଶଗଡ଼ ସରକାର ଯଦି ମହାନଦୀ ଉପରମୁଣ୍ଡରେ ବନ୍ଧ ନିର୍ମାଣ ପାଇଁ ନେଇଥିବା ଏକତରଫା ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି ତେବେ ଏ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ। ମହାନଦୀର ଉପରମୁଣ୍ଡରେ ଯଦି ପ୍ରକଳ୍ପ ହୁଏ ତେବେ ନିଶ୍ଚିତ ଭାବରେ ଆମର ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯିବ। ଛତିଶଗଡ଼ ସରକାର କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଳ୍ୟୁସି)କୁ ବେଖାତିର କରି ୧୯୮୩ ମସିହାରେ ମଧ୍ୟପ୍ରଦେଶ ଓ ଓଡ଼ିଶା ସରକାର ଭିତରେ ଯେଉଁ ଆନ୍ତଃରାଜ୍ୟ ବୁଝାମଣା ହୋଇଥିଲା ତାକୁ ସମ୍ପୂର୍ଣ୍ଣ ଭାବରେ ଉହ୍ୟ କରି ଯେଉଁ ବ୍ୟାରେଜ୍ ସବୁ ନିର୍ମାଣ କରୁଛନ୍ତି ତାକୁ ଆମ ଦଳ ବିରୋଧ କରୁଛି। ଏହି ପ୍ରକଳ୍ପ ହେଲେ ମହାନଦୀରେ ଯେଉଁ ବହୁମୁଖୀ ନଦୀ ବନ୍ଧ ଯୋଜନା ହୋଇଛି ଜଳସେଚନ, ବନ୍ୟା ନିୟନ୍ତ୍ରଣ ବିଶେଷ କରି ବିଦ୍ୟୁତଶକ୍ତି ଉତ୍ପାଦନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ବର୍ତ୍ତମାନ ବ୍ୟାଘାତ ସୃଷ୍ଟି ହେବାକୁ ଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story