ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସରକାର ଏପର୍ଯ୍ୟନ୍ତ ତଥ୍ୟ ଦେଇ ନାହାନ୍ତି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: “ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖା ଦେଇଥିବା ବିବାଦର ସମାଧାନ ପାଇଁ ଦିଲ୍ଲୀରେ ବୈଠକ ବସିଥିଲା। ମହାନଦୀ ଉପରମୁଣ୍ଡରେ ନିର୍ମାଣ ହୋଇଥିବା ଓ ହେଉଥିବା ପ୍ରକଳ୍ପ ସମ୍ପର୍କିତ ସମସ୍ତ ତଥ୍ୟ ୧୫ ଦିନ ମଧ୍ୟରେ ଯୋଗାଇ ଦେବାକୁ ଛତିଶଗଡ଼ ସରକାର କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଛତିଶଗଡ଼ ସରକାର ଏ ତଥ୍ୟ ଦେଇ ନାହାନ୍ତି” ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି। ପାଢ଼ୀ କହିଛନ୍ତି,“ଛତିଶଗଡ଼ ସରକାର ୧୫ ଦିନ ମଧ୍ୟରେ […]

aditya

aditya

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 03:53 PM IST

Sports

Latest News

ଭୁବନେଶ୍ୱର: “ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖା ଦେଇଥିବା ବିବାଦର ସମାଧାନ ପାଇଁ ଦିଲ୍ଲୀରେ ବୈଠକ ବସିଥିଲା। ମହାନଦୀ ଉପରମୁଣ୍ଡରେ ନିର୍ମାଣ ହୋଇଥିବା ଓ ହେଉଥିବା ପ୍ରକଳ୍ପ ସମ୍ପର୍କିତ ସମସ୍ତ ତଥ୍ୟ ୧୫ ଦିନ ମଧ୍ୟରେ ଯୋଗାଇ ଦେବାକୁ ଛତିଶଗଡ଼ ସରକାର କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଛତିଶଗଡ଼ ସରକାର ଏ ତଥ୍ୟ ଦେଇ ନାହାନ୍ତି” ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି।

ପାଢ଼ୀ କହିଛନ୍ତି,“ଛତିଶଗଡ଼ ସରକାର ୧୫ ଦିନ ମଧ୍ୟରେ ସମସ୍ତ ତଥ୍ୟ ଯୋଗାଇ ଦେବା କଥା। ହେଲେ ସେ ଦେଲେ ନାହିଁ। ତେଣୁ ଗତକାଲି ଉଭୟ ସିଡବ୍ଲ୍ୟୁସି ଏବଂ ଛତିଶଗଡ଼ ସରକାରଙ୍କୁ ରିମାଇଣ୍ଡର ଚିଠି ଦିଆଯାଇଛି।”

ଅନ୍ୟପକ୍ଷରେ ଛତିଶଗଡ଼ ଯାଇ ମହାନଦୀ ସମସ୍ୟାର ଅନୁଧ୍ୟାନ କରିଥିବା ବିଜେଡି ଟିମ୍‌ ଆସନ୍ତା ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ବୋଲି ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି। ସେ କହିଛନ୍ତି, “ଗସ୍ତ ବେଳେ ଛତିଶଗଡ଼ ସରକାର କିଛି ତଥ୍ୟ ଦେଇ ନ ଥିଲେ। ତେଣୁ ରିପୋର୍ଟ ପ୍ରସ୍ତୁତରେ ସମସ୍ୟା ହେଉଛି। ଛତିଶଗଡ଼ ଯାଇ ଉପରମୁଣ୍ଡରେ ହେଉଥିବା ପ୍ରକଳ୍ପର ଅନୁଧ୍ୟାନ କରିଥିବା ଅନ୍ୟ ଦଳର ଟିମ୍‌ଙ୍କ ଠାରୁ ମଧ୍ୟ ଆମେ ତଥ୍ୟ ଆଣିବୁ।”

ସେ କହିଛନ୍ତି, “ଛତିଶଗଡ଼ ସରକାରଙ୍କୁ ତଥ୍ୟ ମାଗିଛୁ। ଯଦି ସେମାନେ ତଥ୍ୟ ନ ଦିଅନ୍ତି, ସ୍ଥିତି ଅନୁଧ୍ୟାନ ବେଳେ ଆମେ ଯାହା ତଥ୍ୟ ପାଇଛୁ ତାକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story