ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି: ରାଜନାଥ ସିଂହ

ମାଲକାନଗିରି: ଛତିଶଗଡ଼ ସୁକମାରେ ସହିଦ ହୋଇଥିବା ଯବାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ। ଦରକାର ପଡ଼ିଲେ ମାଓ ଦମନ ରଣନୀତି ବଦଳାଯିବ। ରାୟପୁରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି,“ମାଓ ଦମନ ପାଇଁ ମେ’ ୮ ତାରିଖରେ ବସିବ ସ୍ୱତନ୍ତ୍ର ବୈଠକ। ଏଥିରେ ମାଓ ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଡିଜିମାନେ ଯୋଗଦେବେ। ଏହାଛଡ଼ା ସବୁଠାରୁ ବେଶୀ ପ୍ରଭାବିତ ଜିଲ୍ଲାର […]

rajnath-singh-crpf-men-tribute

rajnath-singh-crpf-men-tribute

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 08:57 PM IST

Sports

Latest News

ମାଲକାନଗିରି: ଛତିଶଗଡ଼ ସୁକମାରେ ସହିଦ ହୋଇଥିବା ଯବାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ। ଦରକାର ପଡ଼ିଲେ ମାଓ ଦମନ ରଣନୀତି ବଦଳାଯିବ। ରାୟପୁରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ।

ସେ କହିଛନ୍ତି,“ମାଓ ଦମନ ପାଇଁ ମେ’ ୮ ତାରିଖରେ ବସିବ ସ୍ୱତନ୍ତ୍ର ବୈଠକ। ଏଥିରେ ମାଓ ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଡିଜିମାନେ ଯୋଗଦେବେ। ଏହାଛଡ଼ା ସବୁଠାରୁ ବେଶୀ ପ୍ରଭାବିତ ଜିଲ୍ଲାର ଏସ୍‌ପିମାନେ ଯୋଗଦେବେ।”

ଗତକାଲି ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ଆହତ ଯବାନମାନଙ୍କୁ ରାୟପୁର ରାମକୃଷ୍ଣ ହସପିଟାଲରେ ଚିକିତ୍ସା ଚାଲିଛି। ସହିଦ୍‌ ସମସ୍ତ ଯବାନ ସିଆରଫିଏଫ-୭୪ ବାଟାଲିୟନର। ଆକ୍ରମଣ ପରେ ଯବାନଙ୍କଠାରୁ ସମସ୍ତ ଅସ୍ତ୍ରଶସ୍ତ୍ର ମାଓବାଦୀ ଲୁଟି ନେଇଥିଲେ। ରାସ୍ତା ସଫା ପାଇଁ ଜଙ୍ଗଲ ଭିତରକୁ ପ୍ରାୟ ୪୨ଜଣ  ଯବାନ ଯାଇଥିଲେ। ଏହି ସମୟରେ ପ୍ରାୟ ୩୦୦ରୁ ଅଧିକ ମାଓବାଦୀ ଆମ୍ବସ୍‌ ଲଗାଇ ବସି ରହିଥିଲେ ମଧ୍ୟ ଯବାନମାନେ ଏହା ଜାଣିପାରି ନ ଥିଲେ। ସୁଯୋଗ ଦେଖି ମାଓବାଦୀମାନେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story