ବିପଦରେ ଶୈଶବ: ଡ୍ରେନ୍‌ଡ୍ରାଇଟ୍‌କୁ ନିଶା ରୂପେ କରୁଛନ୍ତି ସେବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଡେନଡ୍ରାଇଟ ନିଶା। ଅଠା ଭାବେ ବ୍ୟବହାର ହେଉଥିବା ଏହି ଅଠା ଏବେ ନାବାଳକଙ୍କ ପାଇଁ ସାଜିଛି ନିଶା। ଦିନ ଦ୍ୱି’ପହରେ ଜନଗହଳିପୂର୍ଣ୍ଣ ରାସ୍ତାକଡରେ ନାବାଳକ ଶୁଂଘୁଚି ଏହି ବିଷ। ଏଥିପ୍ରତି କାହାର ନଜର ନାହିଁ। ଭୁବନେଶ୍ୱର ଓୟୁଏଟି କଲେଜ ଛକ ନିକଟରେ ଜରିରେ ଡେନଡ୍ରାଇଟ ଅଠାକୁ ଭର୍ତ୍ତି କରୁଛି ଜଣେ ନାବକ। ଏହି ଜରିକୁ ପ୍ରଥମେ ଫୁଙ୍କୁଛନ୍ତି। ପରେ ଏହାକୁ ମୁହଁ ଲଗାଇ ଟାଣୁଛି। ଏହାପରେ ନାବାଳକଙ୍କ ମୁହଁର ଚିତ୍ର ବଦଳି […]

child-in-dangerous-situation-in-capital

child-in-dangerous-situation-in-capital

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 07:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଡେନଡ୍ରାଇଟ ନିଶା। ଅଠା ଭାବେ ବ୍ୟବହାର ହେଉଥିବା ଏହି ଅଠା ଏବେ ନାବାଳକଙ୍କ ପାଇଁ ସାଜିଛି ନିଶା। ଦିନ ଦ୍ୱି’ପହରେ ଜନଗହଳିପୂର୍ଣ୍ଣ ରାସ୍ତାକଡରେ ନାବାଳକ ଶୁଂଘୁଚି ଏହି ବିଷ। ଏଥିପ୍ରତି କାହାର ନଜର ନାହିଁ।

ଭୁବନେଶ୍ୱର ଓୟୁଏଟି କଲେଜ ଛକ ନିକଟରେ ଜରିରେ ଡେନଡ୍ରାଇଟ ଅଠାକୁ ଭର୍ତ୍ତି କରୁଛି ଜଣେ ନାବକ। ଏହି ଜରିକୁ ପ୍ରଥମେ ଫୁଙ୍କୁଛନ୍ତି। ପରେ ଏହାକୁ ମୁହଁ ଲଗାଇ ଟାଣୁଛି। ଏହାପରେ ନାବାଳକଙ୍କ ମୁହଁର ଚିତ୍ର ବଦଳି ଯାଉଛି। କେତେବେଳେ ଏପଟ ସେପଟ ଅନାଉଛି ତ ଆଉ କେତେବେଳେ ମନେମନେ କଥା ହେଉଛନ୍ତି। ଏନେଇ କ୍ୟାମେରାରେ ପୂରା ଦୃଶ୍ୟ କଏଦ ହୋଇଛି।

ନାବାଳକ କହିଛନ୍ତି-“ଜରିରେ ଡେନ୍‌ଡ୍ରାଇଟ୍‌ ପୁରାଇ ଟାଣିଲେ ନିଶା ହେବ। ଏମିତି ଦୁଇ ବର୍ଷ ହେଲା ଟାଣୁଛି।”

କ’ଣ ଏହି ଡେନଡ୍ରାଇଟ୍‌

ଡ୍ରେନଡାଇଟ ହେଉଛି ଏକପ୍ରକାର ଅଠା। ବିଭିନ୍ନ  ହାଡେଓ୍ୱର ଦୋକାନରେ ଉପଲବ୍ଧ ହେଉଛି। ଏହାକୁ କିଣିବା ପାଇଁ କୌଣସି କଟକଣା ନଥିବାରୁ  ୩୦ରୁ ୫୦ ଟଙ୍କା ଭିତରେ ଏହା ବଜାରରେ ମିଳୁଛି। ସେପଟେ ଚିକିତ୍ସକଙ୍କ କହିବା କଥା- ଏଥିରେ ଟଲଓ୍ୱିନ ନାମକ ଏକ ଦ୍ରବ୍ୟ ରହିଛି, ଯାହାକୁ ସେବନ କଲେ ନିଶା ପରି କାମଦେଇଥାଏ। ବାରମ୍ବାର ସେବନ ଦ୍ୱାରା ଏହା ମସ୍ତିକ ଓ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ସେପଟେ ଏନେଇ ସଚେତନତା ସହ ସରପ୍ରାଇଜ୍‌ ଡ୍ରାଇଭ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story