‘ଚିଲିକାରେ ବୁଡି ଯାଇଥିବା ଡଙ୍ଗାରେ ତ୍ରୁଟି ଥିଲା’

ବ୍ରହ୍ମପୁର: ଚିଲିକାରେ ବୁଡି ଯାଇଥିବା ଡଙ୍ଗାରେ ତ୍ରୁଟି ଥିଲା। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀଥିଲେ ବୋଲି ଆଜି ଘଟଣାସ୍ଥଳ ପରିଦର୍ଶନ ପରେ ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ) ମୁଖ୍ୟ ପି.କ୍ରିଷ୍ଣାମୋହନ କହିଛନ୍ତି। ସେ କହିଛନ୍ତି,“ଡଙ୍ଗାରେ ଅଧିକ ଲୋକ ଯିବାର ନ ଥିଲା। ପୋଲିସ୍‌ ଦୁର୍ଘଟଣାଗ୍ରସ୍ତ ଡଙ୍ଗାକୁ ଆଜି ଜବତ କରିଛି।” ଚିଲିକାରେ କେଉଁ ପରିସ୍ଥିତିରେ ଡଙ୍ଗା ବୁଡ଼ିଲା ତା’ର ରିପୋର୍ଟ ମାଗିଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝି। ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶକ ଘଟଣାର ତଦନ୍ତ କରି ରିପୋର୍ଟ ଦେଲେ […]

boat

boat

Rakesh Mallick
  • Published: Sunday, 11 December 2016
  • Updated: 11 December 2016, 09:11 PM IST

Sports

Latest News

ବ୍ରହ୍ମପୁର: ଚିଲିକାରେ ବୁଡି ଯାଇଥିବା ଡଙ୍ଗାରେ ତ୍ରୁଟି ଥିଲା। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀଥିଲେ ବୋଲି ଆଜି ଘଟଣାସ୍ଥଳ ପରିଦର୍ଶନ ପରେ ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ) ମୁଖ୍ୟ ପି.କ୍ରିଷ୍ଣାମୋହନ କହିଛନ୍ତି।

ସେ କହିଛନ୍ତି,“ଡଙ୍ଗାରେ ଅଧିକ ଲୋକ ଯିବାର ନ ଥିଲା। ପୋଲିସ୍‌ ଦୁର୍ଘଟଣାଗ୍ରସ୍ତ ଡଙ୍ଗାକୁ ଆଜି ଜବତ କରିଛି।”

ଚିଲିକାରେ କେଉଁ ପରିସ୍ଥିତିରେ ଡଙ୍ଗା ବୁଡ଼ିଲା ତା’ର ରିପୋର୍ଟ ମାଗିଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝି। ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶକ ଘଟଣାର ତଦନ୍ତ କରି ରିପୋର୍ଟ ଦେଲେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ପରିବହନମନ୍ତ୍ରୀ ରମେଶ ମାଝି କହିଛନ୍ତି।

ଡଙ୍ଗା ମାଲିକ ଦୂତିଆ ମଲ୍ଲିକ ଏବଂ ଚାଳକ ହାତିଆ ମଲ୍ଲିକ ବିରୋଧରେ ରମ୍ଭା ଥାନାରେ ମାମଲା ରୁଜୁ କରାଯାଇଛି। ଉଭୟଙ୍କ ବିରୋଧରେ ୨୮୦ ଏବଂ ୩୦୪  ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତରୁ ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ଏକ ମାଛଧରା ଡଙ୍ଗା ଥିବା ଜଣାପଡ଼ିଛି। ଅତ୍ୟଧିକ ଲୋକ ସାଙ୍ଗକୁ ଡଙ୍ଗାରେ କଣା ଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଇଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତା’ର ତଦନ୍ତ ଲାଗି ଦକ୍ଷିଣାଞ୍ଚଳ ଆଇଜି ଜିଲ୍ଲା ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଶାବଳିଆରୁ ଗୋଟିଏ ପରିବାର ସଦସ୍ୟ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ଧରି ଘଣ୍ଟଶିଳା ପିକ୍‌ନିକ୍‌ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ  ଡଙ୍ଗାଟି ବୁଡି ଯାଇଥିଲା। ଏଥିରେ ୨ଶିଶୁଙ୍କ ସହ ୪ ଜଣର ମୃତ୍ୟୁ ହୋଇଥିଲା। ଗୁରୁତର ୫ଜଣଙ୍କୁ ବ୍ରହ୍ମପୁର ମେଡିକାଲରେ  ଚିକିତ୍ସା କରାଯାଉଛି। ଡଙ୍ଗାରେ ମୋଟ ୨୯ ଜଣ ଯାତ୍ରୀ ଓ ୨ ଜଣ ନାଉରିଆ ଥିଲେ। ଯାତ୍ରୀଙ୍କ ମଧ୍ୟରେ ୧୮ ଜଣ ପୁରୁଷ, ୮ ଜଣ ମହିଳା ଓ ୩ ଜଣ ଶିଶୁଥିଲେ।

 ଗତକାଲି ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story