କଳାତାଲିକାଭୁକ୍ତ ହୋଇପାରନ୍ତି ଚିଟ୍‌ଫଣ୍ଡ ଲିଙ୍କ୍‌ ଥିବା ପ୍ରଯୋଜକ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଲିଙ୍କ୍‌ ଥିବା ଫିଲ୍ମ ପ୍ରଯୋଜକ ହୋଇପାରନ୍ତି କଳା ତାଲିକାଭୁକ୍ତ। ଚିଟ୍‌ଫଣ୍ଡ କମ୍ପାନୀ ଓ ଠକ ବିଲ୍ଡରଙ୍କ ସହ ଓଲିଉଡର ଲିଙ୍କ ଅଭିଯୋଗ ପ୍ରସଙ୍ଗରେ ଆସନ୍ତାକାଲି ଫିଲ୍ମ ଆସୋସିଏସନ ସିଣ୍ଡିକେଟ୍‌ ଓ ପ୍ରଯୋଜକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଚିଟ୍‌ଫଣ୍ଡ ଲିଙ୍କ ଥିବା ପ୍ରଯୋଜକଙ୍କ ବିଷୟରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ଠକ ବିଲ୍ଡର ଓ ଚିଟ୍‌ଫଣ୍ଡ ସଂସ୍ଥା କିଭଳି ଫିଲ୍ମ ନିର୍ମାଣ କରିପାରିବେନି, ଏମାନଙ୍କ କଳାଟଙ୍କା କିଭଳି ଓଡ଼ିଆ ଫିଲ୍ମରେ ଲାଗିବନି […]

5-thaka-bulider

5-thaka-bulider

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 09:59 PM IST

5-thaka-produser-inollywoodଭୁବନେଶ୍ୱର: ଚିଟ୍‌ଫଣ୍ଡ ଲିଙ୍କ୍‌ ଥିବା ଫିଲ୍ମ ପ୍ରଯୋଜକ ହୋଇପାରନ୍ତି କଳା ତାଲିକାଭୁକ୍ତ। ଚିଟ୍‌ଫଣ୍ଡ କମ୍ପାନୀ ଓ ଠକ ବିଲ୍ଡରଙ୍କ ସହ ଓଲିଉଡର ଲିଙ୍କ ଅଭିଯୋଗ ପ୍ରସଙ୍ଗରେ ଆସନ୍ତାକାଲି ଫିଲ୍ମ ଆସୋସିଏସନ ସିଣ୍ଡିକେଟ୍‌ ଓ ପ୍ରଯୋଜକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଚିଟ୍‌ଫଣ୍ଡ ଲିଙ୍କ ଥିବା ପ୍ରଯୋଜକଙ୍କ ବିଷୟରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ଠକ ବିଲ୍ଡର ଓ ଚିଟ୍‌ଫଣ୍ଡ ସଂସ୍ଥା କିଭଳି ଫିଲ୍ମ ନିର୍ମାଣ କରିପାରିବେନି, ଏମାନଙ୍କ କଳାଟଙ୍କା କିଭଳି ଓଡ଼ିଆ ଫିଲ୍ମରେ ଲାଗିବନି ସେ ସମ୍ପର୍କରେ ଆସନ୍ତାକାଲି ବୈଠକରେ ଆଲୋଚନା ହେବ।

ଏନେଇ ଫିଲ୍ମ ଆସୋସିଏସନ ସିଣ୍ଡିକେଟ୍‌ ଓ ପ୍ରଯୋଜକ ସଂଘର ସଭାପତି କୁଶ ପଟ୍ଟନାୟକ କହିଛନ୍ତି,“ଚିଟ୍‌ଫଣ୍ଡ ଲିଙ୍କ ଥିବା ଫିଲ୍ମ ପ୍ରଯୋଜକଙ୍କୁ କଳା ତାଲିକାଭୁକ୍ତ କରାଯିବ କି ନାହିଁ ଆସନ୍ତାକାଲି ବସିବାକୁ ଥିବା ଫିଲ୍ମ ଆସୋସିଏସନ ସିଣ୍ଡିକେଟ୍‌ ଓ ପ୍ରଯୋଜକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିଷ୍ପତ୍ତି ନିଆଯିବ। ଗରିବ ଲୋକ ତାଙ୍କ ଟଙ୍କା ଫେରି ପାଆନ୍ତୁ। ଯିଏ ଦୋଷୀ ସିଏ ଦଣ୍ଡପାଇବ,ସେଥିରେ ଭାବିବାର କିଛି ନାହିଁ।”

ଓସ୍କାର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଓଲିଉଡ କଳାକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ବାଲେଶ୍ୱରରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କିଛି କଳାକାରଙ୍କ ପୋଷ୍ଟର ଏବଂ ବ୍ୟାନରରେ କଳା ବୋଳାଯାଇଛି। ଜମାକାରୀଙ୍କୁ ଅଧିକ ସୁଧର ଲୋଭ ଦେଖାଇ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥା ଲୋକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିବା ବେଳେ କଳାକାରମାନେ ଉକ୍ତ ଚିଟ୍‌ଫଣ୍ଡ ସଂସ୍ଥାଙ୍କୁ ସହଯୋଗ କରିଥିବା ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଅଭିଯୋଗ କରିଛନ୍ତି। ଏହାସହ ସେମାନେ ସମ୍ପୃକ୍ତ ଅଭିନେତାଙ୍କ ଗିରଫ ଦାବି କରିଛନ୍ତି।

ସୂଚନାଯୋଗ୍ୟ,ଓଲିଉଡ୍‌ ଫିଲ୍ମର ପ୍ରଯୋଜକ ଓ ବିଲ୍ଡରଙ୍କ ମଧ୍ୟରେ ତ୍ରିବେଣୀ ମହାନ୍ତି, ରତି କାନୁନ୍‌ଗୋ, ନାରାୟଣ ନାୟକ, ଗୟାଧର ଜେନା, ନିରଞ୍ଜନ ରଣା ଓ ପ୍ରଭାସ ରାଉତଙ୍କ ପରି ଠକ ବିଲ୍ଡର ଓ ଚିଟ୍‌ଫଣ୍ଡ ସଂସ୍ଥାର ମାଲିକମାନେ କଳାତାଲିକାଭୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story