ଚିଟ୍‌ଫଣ୍ଡ୍‌ ଠକେଇ: ଓଡ଼ିଶା ଭବନ ଆଗରେ ଜମାକାରୀଙ୍କ ଧାରଣା

ନୂଆଦିଲ୍ଲୀ: ଓସ୍କାର ଚିଟ୍‌ଫଣ୍ଡ୍‌ କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିବା ସୁରତର ଜମାକାରୀମାନେ ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଆଗରେ ଧାରଣା ଦେଇଥିଲେ। କଂପାନୀର ସମ୍ପତ୍ତି ଜବତ କରିବା ସହିତ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ବିଭିନ୍ନ ଚିଟ୍‌ଫଣ୍ଡ୍‌ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀମାନଙ୍କୁ ନେଇ ଗଠିତ ପ୍ରବାସୀ ଓଡ଼ିଆ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ମହାସଂଘର ବ୍ୟାନର ତଳେ ସେମାନେ ଧାରଣା ଦେଇଥିଲେ। ଜଣେ ଆନ୍ଦୋଳନକାରୀ କହିଥିଲେ,“ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର […]

andolana

andolana

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 07:59 PM IST

Sports

Latest News

ନୂଆଦିଲ୍ଲୀ: ଓସ୍କାର ଚିଟ୍‌ଫଣ୍ଡ୍‌ କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିବା ସୁରତର ଜମାକାରୀମାନେ ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଆଗରେ ଧାରଣା ଦେଇଥିଲେ। କଂପାନୀର ସମ୍ପତ୍ତି ଜବତ କରିବା ସହିତ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ବିଭିନ୍ନ ଚିଟ୍‌ଫଣ୍ଡ୍‌ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀମାନଙ୍କୁ ନେଇ ଗଠିତ ପ୍ରବାସୀ ଓଡ଼ିଆ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ମହାସଂଘର ବ୍ୟାନର ତଳେ ସେମାନେ ଧାରଣା ଦେଇଥିଲେ।

ଜଣେ ଆନ୍ଦୋଳନକାରୀ କହିଥିଲେ,“ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି ଓସ୍କାର କମ୍ପାନୀକୁ ପ୍ରମୋଟ୍‌ କରି ଗରିବ ଲୋକମାନଙ୍କ ଟଙ୍କାକୁ ଲୁଟି ନେଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଆମେ ପ୍ରବାସୀ ଓଡ଼ିଆ ଚିଟ୍‌ଫଣ୍ଡ୍‌ ଜମାକାରୀ ମହାସଂଘ ପକ୍ଷରୁ ଦାବି କରୁଛୁ। ଆମେ ଓଡ଼ିଶା ଯାଇଥିଲୁ,  କିନ୍ତୁ ଦୁଇ ସାଂସଦଙ୍କୁ ପାଇ ନ ଥିଲୁ। ଉଭୟ ସାଂସଦ ଏଠି ଲୁଚି ଥିବା ଖବର ପାଇଥିବାରୁ ଆମେ ଦିଲ୍ଲୀରେ ଧାରଣା ଦେଇଛୁ।”

ଅନ୍ୟପକ୍ଷରେ ଏ ନେଇ ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story