ଡାକି ଭଣ୍ଡେଇ ଦେଲେ

କଟକ(ଓଡ଼ିଶା ରିପୋର୍ଟର): ଜମାକାରୀଙ୍କୁ ଟଙ୍କା ଦେବାକୁ କହି ଭଣ୍ଡେଇ ଦେଲା ଚିଟ୍‌ଫଣ୍ଡ କମ୍ପାନୀ। ଡାକରା ପାଇ ଜାମାକାରୀମାନେ ଆଜି ଚିଟ୍‌ଫଣ୍ଡ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର କମ୍ପାନୀର କର୍ମଚାରୀମାନେ ଆସିନଥିଲେ। ଫଳରେ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଚିଟ୍‌ଫଣ୍ଡ କମ୍ପାନୀ ଏ.ଏମ୍ ଫଣ୍ଡ୍ ମ୍ୟାନେଜମେଣ୍ଟ ଲିମିଟେଡ ଆଜି ଟଙ୍କା ଫେରାଇବା ଜମାକାରୀଙ୍କୁ ଚିଠି କରିଥିଲା। ନଆସିଲେ ଟଙ୍କା ମିଳିବନି ବୋଲି ଚିଠିରେ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଚିଠି ପାଇ ଦୂରଦୂରାନ୍ତରୁ ଜମାକାରୀମାନେ ଆଜି ଏ.ଏମ୍ ଫଣ୍ଡ୍ […]

chitfund1

chitfund1

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 06:25 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଜମାକାରୀଙ୍କୁ ଟଙ୍କା ଦେବାକୁ କହି ଭଣ୍ଡେଇ ଦେଲା ଚିଟ୍‌ଫଣ୍ଡ କମ୍ପାନୀ। ଡାକରା ପାଇ ଜାମାକାରୀମାନେ ଆଜି ଚିଟ୍‌ଫଣ୍ଡ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର କମ୍ପାନୀର କର୍ମଚାରୀମାନେ ଆସିନଥିଲେ। ଫଳରେ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଚିଟ୍‌ଫଣ୍ଡ କମ୍ପାନୀ ଏ.ଏମ୍ ଫଣ୍ଡ୍ ମ୍ୟାନେଜମେଣ୍ଟ ଲିମିଟେଡ ଆଜି ଟଙ୍କା ଫେରାଇବା ଜମାକାରୀଙ୍କୁ ଚିଠି କରିଥିଲା। ନଆସିଲେ ଟଙ୍କା ମିଳିବନି ବୋଲି ଚିଠିରେ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଚିଠି ପାଇ ଦୂରଦୂରାନ୍ତରୁ ଜମାକାରୀମାନେ ଆଜି ଏ.ଏମ୍ ଫଣ୍ଡ୍ ମ୍ୟାନେଜମେଣ୍ଟ ଲିମିଟେଡ କାର୍ଯ୍ୟାଳୟକୁ ଆସିଥିଲେ। ମାତ୍ର କାର୍ଯ୍ୟଳୟ ବନ୍ଦ ଥିଲା। କୌଣସି କର୍ମଚାରୀଙ୍କ ଦେଖା ନଥିଲା। ବହୁ ସମୟ ଅପେକ୍ଷା କରିବା ପରେ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପରେ ଜମାକାରୀମାନେ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟ ଆଗରେ ହୋହଲ୍ଲା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story