ଚିଟ୍‌ଫଣ୍ଡ ଠକେଇର ତୃତୀୟ ରିପୋର୍ଟ: ୪୧୫୧୯ କ୍ଷୁଦ୍ର ଜମାକାରୀ, ୧୭୬ ଠକ କମ୍ପାନୀ

କଟକ: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଏମ୍‌ଏମ୍‌ ଦାସ କମିଶନଙ୍କ ତୃତୀୟ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ଦାଖଲ ହୋଇଛି। କମିଶନଙ୍କ ସଚିବ ଆଜି ଗୃହ ସଚିବଙ୍କୁ ଏହି ରିପୋର୍ଟ ଦାଖଲ କରିଛନ୍ତି। ତୃତୀୟ ପର୍ଯ୍ୟାୟ ରିପୋର୍ଟରେ ୪୧,୫୧୯ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି। ମୋଟ ୧୭୬ଟି କମ୍ପାନୀ ନାଁରେ ଅଭିଯୋଗ ହୋଇଛି। ରିପୋର୍ଟରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସୁପାରିଶ କରାଯାଇଛି। କିଭଳି ଟଙ୍କା ଫେରସ୍ତ ହେବ ସେନେଇ ସୁପାରିଶ କରାଯାଇଛି। ଏମ୍‌ଏମ୍‌ ଦାଶ କହିଛନ୍ତି-“ତଦନ୍ତ ପ୍ରକ୍ରିୟା […]

mm das

mm das

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 04:46 PM IST

Sports

Latest News

କଟକ: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଏମ୍‌ଏମ୍‌ ଦାସ କମିଶନଙ୍କ ତୃତୀୟ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ଦାଖଲ ହୋଇଛି। କମିଶନଙ୍କ ସଚିବ ଆଜି ଗୃହ ସଚିବଙ୍କୁ ଏହି ରିପୋର୍ଟ ଦାଖଲ କରିଛନ୍ତି। ତୃତୀୟ ପର୍ଯ୍ୟାୟ ରିପୋର୍ଟରେ ୪୧,୫୧୯ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି। ମୋଟ ୧୭୬ଟି କମ୍ପାନୀ ନାଁରେ ଅଭିଯୋଗ ହୋଇଛି। ରିପୋର୍ଟରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସୁପାରିଶ କରାଯାଇଛି। କିଭଳି ଟଙ୍କା ଫେରସ୍ତ ହେବ ସେନେଇ ସୁପାରିଶ କରାଯାଇଛି।

ଏମ୍‌ଏମ୍‌ ଦାଶ କହିଛନ୍ତି-“ତଦନ୍ତ ପ୍ରକ୍ରିୟା ଭିତରେ ଚିଟ୍‌ଫଣ୍ଡ ସଂସ୍ଥା ଗୁଡ଼ିକ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ପରାମର୍ଶ ଦେଇଥିଲି। କେତେକ ସଂସ୍ଥା ଟଙ୍କା ଫେରସ୍ତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ୧୩୦୦ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରି ପାଇଛନ୍ତି।”

ସେ କହିଛନ୍ତି-“ଚତୁର୍ଥ ପର୍ଯ୍ୟାୟରେ ୩୪୨ଟି ସଂସ୍ଥା ବିରୋଧରେ ଅଭିଯୋଗ ଆସିଛି। ସେମାନଙ୍କୁ ପର୍ଯ୍ୟାୟକ୍ରମେ ନୋଟିସ କରାଯାଉଛି। ସେମାନେ ହାଜର ହୋଇ ପକ୍ଷ ରଖିବା ପରେ ଜମାକାରୀଙ୍କୁ ଚିହ୍ନଟ କରାଯିବ। ଏହି ପର୍ଯ୍ୟାୟରେ ଏକ ଲକ୍ଷ ୩୮ ହଜାର ୩୮୮ ଜମାକାରୀଙ୍କ ମାମଲା ବିଚାରକୁ ନିଆଯିବ।”

ଜଷ୍ଟିସ୍‌ ଦାସ କହିଛନ୍ତି-“ବହୁ ସଂସ୍ଥା ହାଜର ହେଉନାହାନ୍ତି। କିଛି ସଂସ୍ଥା ପାଖକୁ ନୋଟିସ ଗଲେ ଫେରି ଆସୁଛି। କାରଣ EOW ଆମକୁ ଯେଉଁ ତଥ୍ୟ ଦେଇଥିଲେ ସେଠାରେ ସଂସ୍ଥା ଅଫିସ୍‌ ନଥିବା ଡାକ ବିଭାଗ କହୁଛି। ଏହି କାରଣରୁ ତଦନ୍ତ ପ୍ରକ୍ରିୟା ବିଳମ୍ୱ ହେଉଛି। ମାତ୍ର ଯେଉଁମାନେ ହାଜର ହେଉଛନ୍ତି ସେମାନଙ୍କ ମଧ୍ୟରୁ ୫୦% ଟଙ୍କା ଫେରାଇବାକୁ ରାଜି ହେଉଛନ୍ତି। କିନ୍ତୁ ଅନ୍ୟମାନେ ରାଜି ହୋଇ ପରବର୍ତ୍ତୀ ପଯ୍ୟାୟରେ ଦେଖା ଦେଉନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story