ଏଣିକି ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ବଦଳିଲା ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା। ଗତ ବର୍ଷ ଅକ୍ଟୋବର ୧୬ ତାରିଖରେ ଅର୍ଥ ବିଭାଗ ଜାରି କରିଥିବା ଅନ୍‌ଲାଇନ୍‌ ଆବେଦନର ଫର୍ମାଟକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ଆବେଦନର ପ୍ରକ୍ରିୟାକୁ ବଦଳାଇ ଦେଇଛନ୍ତି ସରକାର। ୭ ମାସର କସରତ ପରେ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ଫର୍ମାଟ୍ ଯେଉଁଥିରେ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ ଜମାକାରୀ। ଏହି ଫର୍ମାଟକୁ ପ୍ରଥମ କରି ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବ୍ୟବହାର କରାଯିବ। […]

chitfund

chitfund

Rakesh Mallick
  • Published: Monday, 23 May 2016
  • Updated: 23 May 2016, 03:28 PM IST

Sports

Latest News

chitfund1ଭୁବନେଶ୍ୱର: ବଦଳିଲା ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା। ଗତ ବର୍ଷ ଅକ୍ଟୋବର ୧୬ ତାରିଖରେ ଅର୍ଥ ବିଭାଗ ଜାରି କରିଥିବା ଅନ୍‌ଲାଇନ୍‌ ଆବେଦନର ଫର୍ମାଟକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ଆବେଦନର ପ୍ରକ୍ରିୟାକୁ ବଦଳାଇ ଦେଇଛନ୍ତି ସରକାର। ୭ ମାସର କସରତ ପରେ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ଫର୍ମାଟ୍ ଯେଉଁଥିରେ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ ଜମାକାରୀ। ଏହି ଫର୍ମାଟକୁ ପ୍ରଥମ କରି ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବ୍ୟବହାର କରାଯିବ। ଖୁବ୍‌ଶୀଘ୍ର ଏ ନେଇ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ଚିଟ୍‌ଫଣ୍ଡ କଂପାନୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବି ଏହି ଅଫ୍‌ଲାଇନ୍‌ରେ ଆବେଦନ ଫର୍ମାଟ ଲାଗୁ ହୋଇପାରେ।

ନୂଆ ଆବେଦନ ଫର୍ମାଟ୍‌ରେ ଜମାକାରୀ ଜୀବିତ ଅଛନ୍ତି କି ନାହିଁ ତାହା ପୂରଣ କରିବାକୁ କୁହାଯାଇଛି। ଜମାକାରୀଙ୍କର ମୃତ୍ୟୁ ହୋଇ ସାରିଥିଲେ ମୃତ୍ୟୁ ପ୍ରମାଣପତ୍ର ଦେବାକୁ କୁହାଯାଇଛି। ଜମାକାରୀଙ୍କ ଉଭୟ ବର୍ତ୍ତମାନ ଓ ସ୍ଥାୟୀ ଠିକଣା ଲେଖିବାକୁ କୁହାଯାଇଛି। ଆୟକର ଓ ପାନ୍‌କାର୍ଡ ସଂପର୍କିତ ତଥ୍ୟ ଦେବାକୁ କୁହାଯାଇଛି। ଜମା ତଥ୍ୟ ବିଷୟରେ ପୂର୍ବରୁ ଥିବା ବିବରଣୀ ସହ ଆଉ କିଛି ନୂଆ ତଥ୍ୟ ଦେବାକୁ କୁହାଯାଇଛି। ଭୁଲ୍ ତଥ୍ୟ ଦେଇଥିଲେ ଆବେଦନକାରୀଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା କରାଯିବ ବୋଲି ମଧ୍ୟ ସ୍ୱୀକୃତି ଦେବାକୁ ପଡ଼ିବ ବୋଲି ନୂଆ ଆବେଦନ ଫର୍ମାଟ୍‌ରେ କୁହାଯାଇଛି।

ବିଜ୍ଞପ୍ତି ପ୍ରକାଶ ହେବାର ୧୫ ଦିନ ମଧ୍ୟରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତମାନେ ତହସିଲଦାରଙ୍କ ପାଖରେ ଏହି ଫର୍ମାଟ୍‌ରେ ଆବେଦନ କରିପାରିବେ।

ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ନୂଆ ଆବେଦନ ଫର୍ମାଟ ପ୍ରସ୍ତୁତ ହୋଇଛି। ସେହି ଫର୍ମାଟ ଅନୁସାରେ କ୍ଷତିଗ୍ରସ୍ତମାନେ ଆବେଦନ କରିପାରିବେ। ଆବେଦନଗୁଡ଼ିକୁ ଠିକ୍‌ ଭାବେ ଯାଞ୍ଚ୍ କରିବା ପରେ କ୍ଷୁଦ୍ର ଓ ମଧ୍ୟମ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ବ୍ୟବସ୍ଥା କରାଯିବ। ଏଥିପାଇଁ କର୍ପସ୍ ଫଣ୍ଡ୍ ମଧ୍ୟ ଗଠନ କରାଯାଇଛି।”

ଜମାକାରୀ ଚିହ୍ନଟ ପାଇଁ ଗତ ଅକ୍ଟୋବର ମାସରେ ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ଏକ ଫର୍ମାଟ୍ ଜାରି କରିଥିଲେ ସରକାର। ଜନସେବା କେନ୍ଦ୍ରରେ ଏଥିପାଇଁ ଆବେଦନ କରିବାକୁ କୁହାଯାଇଥିଲା। ତେବେ ପ୍ରାୟ ୩,୦୦୦ ପଞ୍ଚାୟତରେ ଜନସେବା କେନ୍ଦ୍ରରେ ଇଣ୍ଟରନେଟ୍ ସୁବିଧା ନ ଥିବାରୁ ଲୋକେ କିପରି ଆବେଦନ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story