ଚିଟ୍ ଫଣ୍ଡ ଠକେଇ: ୧୦ ହଜାରରୁ କମ୍ ଟଙ୍କା ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ତାଲିକା ପ୍ରସ୍ତୁତ

କଟକ: ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ହରାଇଥିବା କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। କମିଶନଙ୍କ ହସ୍ତଗତ ହୋଇଥିବା ସତ୍ୟପାଠ ମଧ୍ୟରୁ ୮ ଲକ୍ଷ ୧୭ ହଜାର ସତ୍ୟପାଠର ଯାଞ୍ଚ ସରିଥିବା ବେଳେ ୭ ଲକ୍ଷ ୨୨ ହଜାର ସତ୍ୟପାଠର ସ୍କାନ୍ ସରିଛି। ତା’ ଭିତରୁ ୧୦ ହଜାରରୁ କମ୍ ଟଙ୍କା ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି କମିଶନ। ପ୍ରଥମ ପର୍ଯ୍ୟାୟରେ ସିସୋର ଓ ଅର୍ଥତତ୍ତ୍ୱକୁ କମିଶନ ନୋଟିସ୍ ଜାରି କରିଥିଲେ। […]

mmdas

mmdas

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 01:58 PM IST

Sports

Latest News

କଟକ: ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ହରାଇଥିବା କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। କମିଶନଙ୍କ ହସ୍ତଗତ ହୋଇଥିବା ସତ୍ୟପାଠ ମଧ୍ୟରୁ ୮ ଲକ୍ଷ ୧୭ ହଜାର ସତ୍ୟପାଠର ଯାଞ୍ଚ ସରିଥିବା ବେଳେ ୭ ଲକ୍ଷ ୨୨ ହଜାର ସତ୍ୟପାଠର ସ୍କାନ୍ ସରିଛି। ତା’ ଭିତରୁ ୧୦ ହଜାରରୁ କମ୍ ଟଙ୍କା ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି କମିଶନ। ପ୍ରଥମ ପର୍ଯ୍ୟାୟରେ ସିସୋର ଓ ଅର୍ଥତତ୍ତ୍ୱକୁ କମିଶନ ନୋଟିସ୍ ଜାରି କରିଥିଲେ। ଦୁଇ ସଂସ୍ଥାର ପ୍ରତିନିଧିଙ୍କୁ କ୍ଷୁଦ୍ର ଜମାକାରୀଙ୍କ ତାଲିକା ପ୍ରଦାନ କରାଯାଇଛି।

ଚିଟଫଣ୍ଡ ତଦନ୍ତ କମିଶନର ଅଧ୍ୟକ୍ଷ ଏମ୍.ଏମ୍ ଦାସ କହିଛନ୍ତି, ୧୦ ହଜାରରୁ କମ୍ ଅର୍ଥ ଜମା କରିଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହୋଇଛି। କିଛି ଚିଟଫଣ୍ଡ ସଂସ୍ଥାଙ୍କୁ ତାଲିକା ଦିଆଯାଇଛି। ସେମାନେ ଯାଞ୍ଚ କରି ତଥ୍ୟ ରଖିବା ପରେ ଫିଲଡ୍ ଇନଭେଷ୍ଟିଗେସନ୍ କରାଯାଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜମାକାରୀ ଚିହ୍ନଟ ପ୍ରକ୍ରିୟା ସରିବା ପରେ କମିଶନ୍ ଖୁବଶୀଘ୍ର ସରକାରଙ୍କୁ ଏକ ଅନ୍ତରୀଣ ରିପୋର୍ଟ ଦିଆଯିବ।

ଅନ୍ୟପକ୍ଷରେ ଏ ଅଗ୍ରଗତି ସତ୍ତ୍ୱେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ଜମାକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story