ଚିତ୍ରକୋଣ୍ଡା:ଓଡ଼ିଶା-ଆନ୍ଧ୍ର ସୀମାରୁ ଶନିବାର ଧରାପଡିଛନ୍ତି ୪ଜଣ ହାର୍ଡକୋର ମାଓବାଦୀ। ସେମାନେ ହେଲେ କେରା ଶ୍ରୀରାମୁଲୁ, କିଲଡା ନାଗେଶ୍ୱର ରାଓ, ବଣ୍ଡା ପ୍ରସାଦ ଓ ଜୟସିଂହ ବୁଞ୍ଚିବାବୁ। ସେମାନେ ସମସ୍ତେ କୋରକୁଣ୍ଡା ଦଳମର ସଦସ୍ୟ ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।