ଚିତ୍ରକୋଣ୍ଡା: ପୋଲିସ୍‌ ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ଚିତ୍ରକୋଣ୍ଡା: ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ । ଜିଲ୍ଲାର ପଣସପୁଟର ହାଣ୍ଡିଖାଲ ଗାଁର ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ଗଳାକାଟି ହତ୍ୟା କରିଛନ୍ତି। ତାଙ୍କ ନାଁ ବିଶ୍ୱନାଥ ଖିଲ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରାୟ ୧୫ରୁ ଅଧିକ ମାଓବାଦୀ ଗତକାଲି ବିଶ୍ୱନାଥଙ୍କୁ ଘରୁ ଡ଼ାକିନେଇ ଗଳାକାଟି ହତ୍ୟା କରିଛନ୍ତି। ମୃତ ଶରୀର ନିକଟରେ ଏକ ମାଓ ପୋଷ୍ଟର ଛାଡିଯାଇଛନ୍ତି। ପୋଲିସ୍‌ ଇନଫର୍ମର ସନ୍ଦେହରେ ବିଶ୍ୱନାଥଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

maoist-

maoist-

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 07:49 AM IST

Sports

Latest News

ଚିତ୍ରକୋଣ୍ଡା: ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ । ଜିଲ୍ଲାର ପଣସପୁଟର ହାଣ୍ଡିଖାଲ ଗାଁର ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ଗଳାକାଟି ହତ୍ୟା କରିଛନ୍ତି। ତାଙ୍କ ନାଁ ବିଶ୍ୱନାଥ ଖିଲ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରାୟ ୧୫ରୁ ଅଧିକ ମାଓବାଦୀ ଗତକାଲି ବିଶ୍ୱନାଥଙ୍କୁ ଘରୁ ଡ଼ାକିନେଇ ଗଳାକାଟି ହତ୍ୟା କରିଛନ୍ତି। ମୃତ ଶରୀର ନିକଟରେ ଏକ ମାଓ ପୋଷ୍ଟର ଛାଡିଯାଇଛନ୍ତି। ପୋଲିସ୍‌ ଇନଫର୍ମର ସନ୍ଦେହରେ ବିଶ୍ୱନାଥଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos