ଚୌଦ୍ୱାର ଜେଲ୍‌ ଗଲେ ଡି’ ବ୍ରଦର୍ସ, ପଲିଗ୍ରାଫ୍ ଟେଷ୍ଟ୍ ଲାଗି ହେଲେନି ସହମତ

କଟକ: ଚୌଦ୍ୱାର ଜେଲ ଗଲେ ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସ। ଆଜି ରିମାଣ୍ଡ ଅବଧି ସରିବା ପରେ ପୋଲିସ କଟକ ଏସ୍‌ଡିଏମ୍‌ଙ୍କ ବାସଭବନକୁ ନେଇ ଦୁଇ ଭାଇଙ୍କୁ ହାଜର କରିଥିଲା। ସେଠାରୁ ସେମାନଙ୍କୁ ଜେଲକୁ ନିଆଯାଇଛି। ଓମ୍‌ ହତ୍ୟା ଘଟଣାରେ ଦୁଇଭାଇଙ୍କୁ ପୁଣି ରିମାଣ୍ଡରେ ନେବାକୁ ସୋମବାର ପୋଲିସ ଆବେଦନ କରିବ। ଅନ୍ୟପକ୍ଷେ ପଲିଗ୍ରାଫ ଟେଷ୍ଟ ଲାଗି ଦୁଇଭାଇ ସହମତ ହୋଇ ନ ଥିବା ଜଣାପଡିଛି। ପୋଲିସ ଡି’ ବ୍ରଦର୍ସଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ […]

d-brothers

d-brothers

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 01:21 PM IST

Sports

Latest News

କଟକ: ଚୌଦ୍ୱାର ଜେଲ ଗଲେ ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସ। ଆଜି ରିମାଣ୍ଡ ଅବଧି ସରିବା ପରେ ପୋଲିସ କଟକ ଏସ୍‌ଡିଏମ୍‌ଙ୍କ ବାସଭବନକୁ ନେଇ ଦୁଇ ଭାଇଙ୍କୁ ହାଜର କରିଥିଲା। ସେଠାରୁ ସେମାନଙ୍କୁ ଜେଲକୁ ନିଆଯାଇଛି। ଓମ୍‌ ହତ୍ୟା ଘଟଣାରେ ଦୁଇଭାଇଙ୍କୁ ପୁଣି ରିମାଣ୍ଡରେ ନେବାକୁ ସୋମବାର ପୋଲିସ ଆବେଦନ କରିବ। ଅନ୍ୟପକ୍ଷେ ପଲିଗ୍ରାଫ ଟେଷ୍ଟ ଲାଗି ଦୁଇଭାଇ ସହମତ ହୋଇ ନ ଥିବା ଜଣାପଡିଛି।

ପୋଲିସ ଡି’ ବ୍ରଦର୍ସଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ଓକିଲ ଗତକାଲି ଅଭିଯୋଗ କରିବା ସହ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ପଲିଗ୍ରାଫ ଟେଷ୍ଟ ଲାଗି ରାଜି ହେବାକୁ ଉଭୟଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ତାଙ୍କ ଓକିଲ ଅଭିଯୋଗରେ ଦର୍ଶାଇଥିଲେ। ଗୁରୁବାର ଦୁଇଭାଇଙ୍କୁ କୋର୍ଟରେ ହାଜର କରାଯିବାର ଥିଲେ ମଧ୍ୟ ପୋଲିସ ଏପରି କରି ନ ଥିଲା। ତେଣୁ ଯେକୌଣସି ସମୟରେ ଓକିଲଙ୍କ ସହ ଦୁଇଭାଇ ସାକ୍ଷାତ କରିବାର ବ୍ୟବସ୍ଥା କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଏହି ଆବେଦନର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି।

ଡି’ ବ୍ରଦର୍ସ ଦୀପୁ ଓ ଓମ୍‌କୁ କଟକ ଜିଲ୍ଲା ଆଠଗଡ ଅଂଶୁପା ରୋଡ଼ରେ ଥିବା ଖୁଣ୍ଟକଟା ଫାର୍ମହାଉସ୍‌ରେ ପିଟିପିଟି ହତ୍ୟା କରିଥିଲେ। ହତ୍ୟା ପରେ ଝାଡ଼ଖଣ୍ଡର ଗୋଆ ଥାନା ଅଞ୍ଚଳର ଏକ ପୋଲ ତଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଶବ ନଷ୍ଟ କରିଥିଲେ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story