ବାରମ୍ବାର ଫୁଡ୍‌ ପଏଜନ୍‌ ଘାତକ ହୋଇପାରେ: ଆପଣାନ୍ତୁ ଘରୋଇ ଉପାୟ

ବଦଳୁଥିବା ଜୀବନ ଶୈଳୀରେ ଆମେ ଅଧିକ ଜଙ୍କ୍ ଫୁଡ୍‌ ଖାଇବାକୁ ପସନ୍ଦ କରୁଛୁ। ଏଥିପାଇଁ ଫୁଡ୍ ପଏଜନିଂ ଭଳି ସମସ୍ୟା ଅଧିକ ମାତ୍ରାରେ ଦେଖାଯାଉଛି। ସେହିପରି ଖାଇବା ପିଇବାରେ ଆସାବଧାନତା ଯୋଗୁଁ ପେଟରେ ବ୍ୟାକ୍ଟେରିଆ ପ୍ରବେଶ କରି ଫୁଡ୍ ପଏଜନ୍ ଭଳି ସମସ୍ୟା ସୃଷ୍ଟି କରୁଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ମଧ୍ୟ ଫୁଡ୍ ପଏଜନ ହୋଇଥାଏ। ବାରମ୍ବାର ଏହି ସମସ୍ୟା ଦେଖା ଦେଉଥିଲେ ହେଳା ନ କରି ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ। ତେବେ […]

23

23

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 03:11 PM IST

Sports

Latest News

ବଦଳୁଥିବା ଜୀବନ ଶୈଳୀରେ ଆମେ ଅଧିକ ଜଙ୍କ୍ ଫୁଡ୍‌ ଖାଇବାକୁ ପସନ୍ଦ କରୁଛୁ। ଏଥିପାଇଁ ଫୁଡ୍ ପଏଜନିଂ ଭଳି ସମସ୍ୟା ଅଧିକ ମାତ୍ରାରେ ଦେଖାଯାଉଛି। ସେହିପରି ଖାଇବା ପିଇବାରେ ଆସାବଧାନତା ଯୋଗୁଁ ପେଟରେ ବ୍ୟାକ୍ଟେରିଆ ପ୍ରବେଶ କରି ଫୁଡ୍ ପଏଜନ୍ ଭଳି ସମସ୍ୟା ସୃଷ୍ଟି କରୁଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ମଧ୍ୟ ଫୁଡ୍ ପଏଜନ ହୋଇଥାଏ। ବାରମ୍ବାର ଏହି ସମସ୍ୟା ଦେଖା ଦେଉଥିଲେ ହେଳା ନ କରି ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ। ତେବେ କେତୋଟି ଘରୋଇ ଉପଚାର ଆପଣାଇଲେ ମଧ୍ୟ ଏହି ସମସ୍ୟାକୁ ସବୁଦିନ ପାଇଁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା ସେଇ ଘରୋଇ ଉପଚାର ଗୁଡ଼ିକ ସଂପର୍କରେ।

ଅଦା: ଅଦା ପାଚନ ସମସ୍ୟା ଦୂର କରେ। ଫୁଡ୍‌ ପଏଜନିଂ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଅଦା ଚାହା ପିଅନ୍ତୁ। କାରଣ ଅଦା ଫୁଡ୍‌ ପଏଜନିଂ ସମସ୍ୟା ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ।

stomachପାଣି: ଫୁଡ୍‌ ପଏଜନିଂ ଭଳି ସମସ୍ୟା ଦେଖା ଦେଲେ ପ୍ରଚୁର ପାଣି ପିଅନ୍ତୁ। ଆବଶ୍ୟକ ପଡ଼ିଲେ ଉଷୁମ ପାଣି ପିଅନ୍ତୁ। କାରଣ ଅଧିକ ମାତ୍ରାରେ ପାଣି ପିଇଲେ ଶରୀରେ ଥିବା ବିଷାକ୍ତ ତତ୍ତ୍ୱର ସାନ୍ଧ୍ରତା କିମିଯାଏ। ଏହା ଶରୀର ଉପରେ ପଡୁଥିବା କୁପ୍ରଭାବ ଆଶଙ୍କା ଦୂର କରିଥାଏ।

ଜିରା: ପ୍ରତିଦିନ ଗୋଟିଏ ଚାମଚ ଜିରାକୁ ପେଷି ତା’ ପାଉଡର ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। କାରଣ ଜିରା ପାଚନ ଶକ୍ତି ବଢ଼ାଇବା ସହିତ ଫୁଲା କମାଇ ଥାଏ।

କଦଳୀ: ଡାଇରିଆ ଓ କୋଷ୍ଟକାଠିନ୍ୟ ପାଇଁ କଦଳୀ ଗୋଟିଏ ଉପକାରୀ ଫଳ। ଫୁଡ ପଏଜନିଂ ସମସ୍ୟାରୁ ମୁକ୍ତି ପାଇଁ କଦଳୀ ବହୁତ ଉପକାରୀ ହୋଇଥାଏ। ଏହି ସମୟରେ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ଆବଶ୍ୟକ। ଅଧିକ ଖାଇଲେ ଡାଇରିଆ ହୋଇପାରେ।

ଖାଇବା ପିଇବାରେ ଧ୍ୟାନ ରଖନ୍ତୁ। ବାହାର ଖାଦ୍ୟ ଖାଇବା ଓ ଦୂଷିତ ପାଣି ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story