ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ: ପାସହାର ୪୮.୬୬ ପ୍ରତିଶତ

ଭୁବନେଶ୍ୱର: ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି। ରାଜ୍ୟର ମୋଟ ୧୧ ହଜାର ୫୪୭ ଜଣ ଛାତ୍ରାଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ମୋଟ୍ ୫୨୬୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପାସ ହାର ୪୮.୬୬ ପ୍ରତିଶତ ରହିଛି। ସକାଳ ୧୦ଟା ୩୦ ପରେ ୱେବସାଇଟରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ। www.bseodisha.ac.inରେ ଫଳାଫଳ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ଷ୍ଟେଟ୍ ଇନଷ୍ଟିଚୁଟ୍ ଅଫ୍ ଓପନ ସ୍କୁଲ ପରୀକ୍ଷା […]

matric

matric

Rakesh Mallick
  • Published: Friday, 07 July 2017
  • Updated: 07 July 2017, 12:16 PM IST

Sports

Latest News

ଭୁବନେଶ୍ୱର: ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି। ରାଜ୍ୟର ମୋଟ ୧୧ ହଜାର ୫୪୭ ଜଣ ଛାତ୍ରାଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ମୋଟ୍ ୫୨୬୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପାସ ହାର ୪୮.୬୬ ପ୍ରତିଶତ ରହିଛି। ସକାଳ ୧୦ଟା ୩୦ ପରେ ୱେବସାଇଟରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ। www.bseodisha.ac.inରେ ଫଳାଫଳ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆଜି ଷ୍ଟେଟ୍ ଇନଷ୍ଟିଚୁଟ୍ ଅଫ୍ ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos