ବିଜେପୁର ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ହେଲେ ରୀତା

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡି ପ୍ରାର୍ଥୀ ଭାବେ ରୀତା ତାଙ୍କ ନାଁ ଘୋଷଣା କରିଛନ୍ତି। ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବା ପରଠାରୁ ରୀତା ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଏପରିକି ମିଶ୍ରଣ ପର୍ବ ଦିନ ସେ ବିଜେଡିରୁ ପ୍ରାର୍ଥୀ ହେଉଥିବା ନେଇ ରୀତା ଘୋଷଣା କରିଥିଲେ। ଏହାପରେ ସାଂସଦ ପ୍ରସନ୍ନ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 11:53 AM IST

Sports

Latest News

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡି ପ୍ରାର୍ଥୀ ଭାବେ ରୀତା ତାଙ୍କ ନାଁ ଘୋଷଣା କରିଛନ୍ତି। ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବା ପରଠାରୁ ରୀତା ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଏପରିକି ମିଶ୍ରଣ ପର୍ବ ଦିନ ସେ ବିଜେଡିରୁ ପ୍ରାର୍ଥୀ ହେଉଥିବା ନେଇ ରୀତା ଘୋଷଣା କରିଥିଲେ। ଏହାପରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରୀତାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଦଳ ପକ୍ଷରୁ କାହାରିକୁ ପ୍ରାର୍ଥୀ ଘୋଷଣା କରାଯାଇ ନଥିବା ବକ୍ତବ୍ୟ ଦେଇ ଏହାକୁ ଗୋଳିଆ କରିଦେଇଥିଲେ।

ରୀତାଙ୍କ ବିଜେଡିରେ ମିଶ୍ରଣ ପରେ ବରଗଡ଼ରେ ବିଜେଡି ସଂଗଠନରେ କେଁ ଦେଖା ଦେଇଛି। ଗତକାଲି ରୀତାଙ୍କ ମିଶ୍ରଣକୁ ବିରୋଧ କରି ପୂର୍ବତନ ବିଜଡି ପ୍ରାର୍ଥୀ ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ଘରେ ଦଳର ବହୁ ନେତା ଓ କର୍ମୀ ବୈଠକ କରି ଦଳୀୟ ନିଷ୍ପତ୍ତିର ଖୋଲାଖୋଲି ବିରୋଧ କରିଥିଲେ। ଏପରିକି ସ୍ଥାନୀୟ କର୍ମୀ ଓ ନେତାଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ଆଣି ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲା ସଭାପତିଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳରେ କୌଣସି ଅସନ୍ତୋଷ ନଥିବା ଆଜି ପ୍ରସନ୍ନ ସ୍ପଷ୍ଟ କରିଛନ୍ତି।

ବରଗଡ଼ ବିଜେଡିରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ନେଇ ଦେବାଶିଷ ସାମନ୍ତରାୟ କହିଛନ୍ତି-“ମନର କଥା ମୁଖ୍ୟମନ୍ତ୍ରୀଙ୍କୁ ନକହି ମିଡିଆରେ କହିବା ଅନୁଚିତ। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ସେଠି ଗୁରୁଦାୟିତ୍ୱ ନେବାକୁ ପଡ଼ିବ, ସେ ନେବେ ବି।”

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ, ବହୁ ଭୋଟରେ ବିଜେଡିର ବିଜୟ ହେବ।”

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ଲୋକେ ବିଜେଡିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ରୀତା ଓ ପୁଅ ସୁମିତ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story