ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟର ନିଜସ୍ୱ ଇଂରାଜୀ ମାଧ୍ୟମ ସ୍କୁଲ୍। ପ୍ରଥମ ପର୍ଯ୍ୟାୟରେ ଶହେଟି ବ୍ଲକରେ ଏଭଳି ଶହେଟି ସ୍କୁଲ୍ ଆରମ୍ଭ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାଁରେ ନାମିତ ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ଆଜି ହେଉଛି ଓଡ଼ିଶାର ଶିକ୍ଷା ଜଗତ ପାଇଁ ଏକ ଐତିହାସିକ ଦିନ। ଆଜି ଗୋଟିଏ ଦିନରେ ରାଜ୍ୟର ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ […]

adarsha-schools

adarsha-schools

Rakesh Mallick
  • Published: Tuesday, 05 April 2016
  • Updated: 05 April 2016, 07:49 AM IST

Sports

Latest News

adarsh-schoolଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟର ନିଜସ୍ୱ ଇଂରାଜୀ ମାଧ୍ୟମ ସ୍କୁଲ୍। ପ୍ରଥମ ପର୍ଯ୍ୟାୟରେ ଶହେଟି ବ୍ଲକରେ ଏଭଳି ଶହେଟି ସ୍କୁଲ୍ ଆରମ୍ଭ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାଁରେ ନାମିତ ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ଆଜି ହେଉଛି ଓଡ଼ିଶାର ଶିକ୍ଷା ଜଗତ ପାଇଁ ଏକ ଐତିହାସିକ ଦିନ। ଆଜି ଗୋଟିଏ ଦିନରେ ରାଜ୍ୟର ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ୧୦୦ଟି ଆଦର୍ଶ ବିଦ୍ୟାଳୟକୁ ଲୋକାର୍ପିତ କରାଗଲା। ରାଜ୍ୟର ସବୁ ବ୍ଲକ୍‌ରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଆଜି ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଖୁବ୍‌ଶୀଘ୍ର ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲା ଯିବ।”

ସେ କହିଥିଲେ,“ଭଲ ସ୍କୁଲ୍ ପାଇଁ ପିଲାଙ୍କୁ ଆଉ ସହରକୁ ଯିବା ଦରକାର ନାହିଁ। ଗାଁରେ ହିଁ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ। ମୋର ବିଶ୍ୱାସ ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହେବେ।”

ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ,“ଗାଁ ଗହଳିର ପିଲାଙ୍କୁ ଇଂରାଜୀ ମାଧ୍ୟମରେ ପଢ଼ିବାର ସୁଯୋଗ ଦେବା ହେଉଛି ଆଦର୍ଶ ବିଦ୍ୟାଳୟର ଉଦ୍ଦେଶ୍ୟ। ଆଜି ୧୦୦ଟି ବ୍ଲକ୍‌ରେ ୧୦୦ଟି ଆଦର୍ଶ ସ୍କୁଲ୍‌ର ଆରମ୍ଭ କରାଯାଇଛି। ଆଗାମୀ ଦିନରେ ୩୧୪ଟି ଯାକ ବ୍ଲକ୍‌ରେ ଆଦର୍ଶ ସ୍କୁଲ୍ ଖୋଲାଯିବ। ଏହି ସ୍କୁଲ୍‌ଗୁଡ଼ିକରେ ଗାଁ ଗହଳିର ପିଲାମାନେ ମାଗଣାରେ ପଢ଼ିବାର ସୁଯୋଗ ପାଇବେ। ଅନ୍ୟାନ୍ୟ ପାଠ୍ୟକ୍ରମ ସହିତ ଏହି ସ୍କୁଲ୍‌ଗୁଡ଼ିକରେ ଓଡ଼ିଆ ମଧ୍ୟ ପଢ଼ାଯିବ। ଆଗାମୀ ଦିନଗୁଡ଼ିକରେ ଏହି ସ୍କୁଲ୍‌ଗୁଡ଼ିକରେ ସ୍କିଲ୍ ଏଜୁକେଶନ୍‌କୁ ସଂପ୍ରସାରିତ କରାଯିବ। ରାଜ୍ୟରେ ଆଦର୍ଶ ସ୍କୁଲ୍ ଜ୍ଞାନର କେନ୍ଦ୍ର ହେବ ଓ ଅନ୍ୟ ସ୍କୁଲ୍‌ଗୁଡ଼ିକ ପାଇଁ ପ୍ରେରଣାର ଉତ୍ସ ହେବ।”

ଆଦର୍ଶ ବିଦ୍ୟାଳୟର ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବରେ ମନ୍ତ୍ରୀ ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରଦୀପ ପାଣିଗ୍ରାହୀ, ସାଂସଦ ଲଡୁକିଶୋର ସ୍ୱାଇଁ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସୂର୍ଯ୍ୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚଳିତ ବର୍ଷ ୧୪ଟି ପଛୁଆ ଜିଲ୍ଲାର ୧୦୦ଟି ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ କରାଯାଇଛି। ଏ ବର୍ଷ ଏହି ସ୍କୁଲ୍‌ଗୁଡ଼ିକରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠପଢ଼ା ହେବ। ଏଥର ୮୮,୩୧୮ ପିଲା ଏହି ସ୍କୁଲ୍‌ଗୁଡ଼ିକରେ ପଢ଼ିବା ପାଇଁ ଆବେଦନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨୪,୦୦୦ ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିଛି।

ଏହି ସ୍କୁଲରେ ଏସ୍‌ଏସି ଓ ଏସ୍‌ଟି ଏବଂ ଝିଅପିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ତା’ସହିତ ପିଲାଙ୍କୁ ସ୍କୁଲ ପକ୍ଷରୁ ୟୁନିଫର୍ମ ଓ ପୁସ୍ତକ ଯୋଗାଇ ଦିଆଯିବ। ଏହି ସ୍କୁଲ୍‌ଗୁଡ଼ିକରେ ବିଶେଷ କରି ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଜାତୀୟସ୍ତରରେ ପ୍ରବେଶିକା ପରୀକ୍ଷାଗୁଡ଼ିକରେ ଛାତ୍ରଛାତ୍ରୀମାନେ ଯେପରି ଭଲ ପ୍ରଦର୍ଶନ କରିପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story