ସ୍ୱାଧୀନତା ଦିବସ ପରେଡ୍‌ରେ ଅଭିଭାଷଣ ଦେବା ବେଳେ ଅସୁସ୍ଥ ହୋଇଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହତ୍ମାଗାନ୍ଧୀ ମାର୍ଗରେ ୭୧ ତମ ସ୍ୱାଧୀନତା ଦିବସ ଅବସରରେ ଅଭିଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସୁସ୍ଥତା ସତ୍ତ୍ୱେ ମୁଖମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ। କିଛି ସମୟ ପରେ ସେ ପରେଡ୍‌ ସ୍ଥଳ ଛାଡି ନୀବନ ନିବାସ ଚାଲି ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲ ଡାକ୍ତର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ସେଠାରେ ଏକ ଆମ୍ବୁଲାନ୍ସକୁ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି, “ଗୁଳୁଗୁଳି ପାଇଁ ମୁଖ୍ୟମନ୍ତ୍ରୀ ସାମାନ୍ୟ […]

cm

cm

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 11:39 AM IST

Sports

Latest News

ଭୁବନେଶ୍ୱର: ମହତ୍ମାଗାନ୍ଧୀ ମାର୍ଗରେ ୭୧ ତମ ସ୍ୱାଧୀନତା ଦିବସ ଅବସରରେ ଅଭିଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସୁସ୍ଥତା ସତ୍ତ୍ୱେ ମୁଖମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ। କିଛି ସମୟ ପରେ ସେ ପରେଡ୍‌ ସ୍ଥଳ ଛାଡି ନୀବନ ନିବାସ ଚାଲି ଯାଇଥିଲେ।

କ୍ୟାପିଟାଲ ହସ୍ପିଟାଲ ଡାକ୍ତର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ସେଠାରେ ଏକ ଆମ୍ବୁଲାନ୍ସକୁ ରଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି, “ଗୁଳୁଗୁଳି ପାଇଁ ମୁଖ୍ୟମନ୍ତ୍ରୀ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ସେ ନବୀନ ନିବାସରେ ଅଛନ୍ତି। ଆଜି ସେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଯୋଗ ଦେବେ।”

ଲୋକସମ୍ପର୍କ ଅଧିକାରୀ କହିଛନ୍ତି,“ ମୁଖ୍ୟମନ୍ତ୍ରୀ ଅଭିଭାଷଣ ବେଳେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story