ଲୋକାର୍ପିତ ହେଲା ନୂଆ ପେନ୍‌ସନ୍‌ ନିର୍ଦ୍ଧାରଣ ପୋର୍ଟାଲ “ଅର୍ପଣ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପିତ ହେଲା ନୂଆ ପେନ୍‌ସନ୍‌ ନିର୍ଦ୍ଧାରଣ ପୋର୍ଟାଲ “ଅର୍ପଣ”। ସଚିବାଳୟରେ ଆଜି ଏହି ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନଲାଇନ୍ ମାଧ୍ୟମରେ ପ୍ରାକ୍-୨୦୧୬ ପେନ୍‌ସନଭୋଗୀଙ୍କ ପେନସନ ରାଶିର ପୁନଃ ନିର୍ଦ୍ଧାରଣ ପାଇଁ ଏହି ପୋର୍ଟାଲ ଉଦ୍ଦିଷ୍ଟ। ଏହି ପୋର୍ଟାଲରେ ଜଣେ ପୋନସନଭୋଗୀ ନିଜର ଆଧାର ନମ୍ବର ସହ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ତା’ସହ IFMS ଅନ୍‌ଲାଇନ୍‌ ଆପ୍ଲିକେସନ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ […]

cmodisha

cmodisha

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 11:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପିତ ହେଲା ନୂଆ ପେନ୍‌ସନ୍‌ ନିର୍ଦ୍ଧାରଣ ପୋର୍ଟାଲ “ଅର୍ପଣ”। ସଚିବାଳୟରେ ଆଜି ଏହି ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନଲାଇନ୍ ମାଧ୍ୟମରେ ପ୍ରାକ୍-୨୦୧୬ ପେନ୍‌ସନଭୋଗୀଙ୍କ ପେନସନ ରାଶିର ପୁନଃ ନିର୍ଦ୍ଧାରଣ ପାଇଁ ଏହି ପୋର୍ଟାଲ ଉଦ୍ଦିଷ୍ଟ। ଏହି ପୋର୍ଟାଲରେ ଜଣେ ପୋନସନଭୋଗୀ ନିଜର ଆଧାର ନମ୍ବର ସହ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ତା’ସହ IFMS ଅନ୍‌ଲାଇନ୍‌ ଆପ୍ଲିକେସନ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ ନିକଟରେ ଅବସର ଗ୍ରହଣ କରିବାକୁ ଯାଉଥିବା କର୍ମଚାରୀମାନଙ୍କ ପାଇଁ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥାରେ ଅନଲାଇନ୍ ପେନସନ ଆପ୍ଲିକେସନ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos