ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲା: ୩୧କୁ ଘୁଞ୍ଚିଲା ଶୁଣାଣି

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା। ଆସନ୍ତା ୩୧ ତାରିଖରେ ଏହା ଉପରେ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। କମିଶନଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ୍ ପକ୍ଷ ରଖିଥିଲେ। ଗଞ୍ଜାମ ଜିଲ୍ଲାପାଳଙ୍କ ମିସ୍‌କେସ୍‌ ଉପରେ ଆଜି ଚୂଡ଼ାନ୍ତ ଶୁଣାଣି ହେବାର ଥିଲା। ଏପରିକି ଜବାବ ଦାଖଲ ପାଇଁ ମୂଳ ଆବେଦନକାରୀଙ୍କୁ ମଧ୍ୟ […]

High-Court

High-Court

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 12:35 PM IST

Sports

Latest News

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା। ଆସନ୍ତା ୩୧ ତାରିଖରେ ଏହା ଉପରେ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। କମିଶନଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ୍ ପକ୍ଷ ରଖିଥିଲେ।

ଗଞ୍ଜାମ ଜିଲ୍ଲାପାଳଙ୍କ ମିସ୍‌କେସ୍‌ ଉପରେ ଆଜି ଚୂଡ଼ାନ୍ତ ଶୁଣାଣି ହେବାର ଥିଲା। ଏପରିକି ଜବାବ ଦାଖଲ ପାଇଁ ମୂଳ ଆବେଦନକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ନିର୍ବାଚନୀ ପାଣ୍ଠି ଅନିୟମିତତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ଦଳକୁ ଘେରିଛି ବିଜେପି। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀ କରଣ ଦେବାକୁ ଦାବି କରିଛି ଦଳ।

ସୂଚନାଯୋଗ୍ୟ, ବିଜେଡି ଆକାଉଣ୍ଟ ଅନିୟମିତତା ଅଭିଯୋଗ ପ୍ରସଙ୍ଗକୁ ନେଇ ଗତ ମଙ୍ଗଳବାର ଦିନ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି ।  ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ସହ ୩ ବର୍ଷ ପାଇଁ ନିର୍ବାଚନ ଲଢିବା କଟକଣା ଲାଗୁ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦଳ ଫେରାଦ ହୋଇଥିଲା।  ଏଥିସହ ପିପୁଲ୍ସ ରିପ୍ରେଜେଣ୍ଟେସନ୍ ଆକ୍ଟ ଆଧାରରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story