ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ସେ ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀରେ ଯୋଗଦେବେ। ଏହାଛଡ଼ା ସେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ କମିଟି ଓ ଓଡ଼ିଶା ଆସୋସିଏସନ୍‌ର ମିଳିତ ସହଯୋଗରେ ଆୟୋଜିତ ସମାରୋହରେ ଭାରତର ଉପରାଷ୍ଟ୍ରପତି ହମିଦ୍‌ ଆନ୍‌ସାରୀ ଓ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି […]

naveen

naveen

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 11:06 PM IST

Sports

Latest News

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ସେ ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀରେ ଯୋଗଦେବେ।

ଏହାଛଡ଼ା ସେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଦିଲ୍ଲୀ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ କମିଟି ଓ ଓଡ଼ିଶା ଆସୋସିଏସନ୍‌ର ମିଳିତ ସହଯୋଗରେ ଆୟୋଜିତ ସମାରୋହରେ ଭାରତର ଉପରାଷ୍ଟ୍ରପତି ହମିଦ୍‌ ଆନ୍‌ସାରୀ ଓ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ପଟ୍ଟନାୟକ ଅତିଥିଭାବେ ଯୋଗଦେବେ। ଏହି ସମାରୋହରେ ସମସ୍ତ ବିଧାୟକ, ସାଂସଦ ଓ ଦିଲ୍ଲୀରେ ରହୁଥିବା ବିଶିଷ୍ଠ ବ୍ୟକ୍ତିବିଶେଷ ଯୋଗଦେବେ।

ଏ ସମ୍ପର୍କରେ ଖଣି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ଆସନ୍ତାକାଲି ଅପରାହ୍ନ ୧ଟା ବେଳେ ରେଜିଷ୍ଟ୍ରେସନ୍‌ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ୨ଟାରୁ ଆରମ୍ଭ ହେବ, ଅପରାହ୍ନ ୪ଟାରେ ସଭା ହେବ। ତା’ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି।”

ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ କହିଛନ୍ତି,“ବିଜୁ ପଟ୍ଟନାୟକ ଏକ ମାତ୍ର ନେତା ଯିଏ ୩ଟି ରାଷ୍ଟ୍ରର ସ୍ୱାଧୀନତା ସଂଗ୍ରାମ ପାଇଁ ଲଢ଼ିଛନ୍ତି। ଏପରି କାର୍ଯ୍ୟ ଆଉ କେହି କରିନାହାନ୍ତି। ସେହି ଦୃଷ୍ଟିରୁ ଦିଲ୍ଲୀରେ ଆୟୋଜିତ ବିଜୁ ଶତବାର୍ଷିକୀରେ କଂଗ୍ରେସ ସମେତ ସବୁ ଦଳର ନେତାଙ୍କୁ ଡାକିବା ଉଚିତ ଥିଲା। ସେମାନେ ଆସିଥିଲେ ବିଜୁ ପଟ୍ଟନାୟକଙ୍କ ମହାନତା ସମ୍ପର୍କରେ ପ୍ରକାଶ କରିଥାନ୍ତେ। ଏହା ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଓ ସଂସଦ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସହାୟକ ହେଲା ଭଳି ବାର୍ତ୍ତା ଯାଇଥାନ୍ତା। କ’ଣ ପାଇଁ ସମାବେଶକୁ ଡକାଗଲାନି ମୁଁ ଜାଣିନି। ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେମାନେ କ’ଣ ପାଇଁ ଛୋଟ ଆକାରରେ ସମାବେଶ କଲେ କହିପାରିବିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story