ସିଏମ୍‌ସି ଉପନିର୍ବାଚନ: ଦେବାଶିଷଙ୍କ ବିରୋଧରେ ଶିଖାଙ୍କ ପ୍ରଚାର

କଟକ: କଟକ ମହାନଗର ନିଗମର ୨୧ ନମ୍ୱର ୱାର୍ଡର ଉପନିର୍ବାଚନର ପ୍ରଚାରରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇ ବୋହୂ ଶିଖାଙ୍କୁ ଦେଖିବାକୁ ମିଳିଛି। ସେ କଂଗ୍ରେସ ପ୍ରାର୍ଥୀଙ୍କ ସହ ଘରକୁ ଘର ବୁଲି  ଦେବାଶିଷଙ୍କ ବିରୋଧରେ ଜନମତ ସୃଷ୍ଟି କରୁଛନ୍ତି। ଶିଖା ସାମନ୍ତରାୟ କହିଛନ୍ତି,“ ମୋ’ପ୍ରତି ଦେବାଶିଷ ଯେଉଁ ଅନ୍ୟାୟ କରିଛନ୍ତି ସେ ନେଇ ଲୋକଙ୍କୁ ଅବଗତ କରୁଛି। ଯିଏ ଘରର ହେଲେନି ସେ ପରର କେମିତି ହୋଇପାରିବେ?” ଦେବାଶିଷ ସାମନ୍ତରାୟ କହିଛନ୍ତି,“ ଗଣତାନ୍ତ୍ରିକ ଦେଶରେ […]

sikhya

sikhya

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 11:40 AM IST

Sports

Latest News

କଟକ: କଟକ ମହାନଗର ନିଗମର ୨୧ ନମ୍ୱର ୱାର୍ଡର ଉପନିର୍ବାଚନର ପ୍ରଚାରରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇ ବୋହୂ ଶିଖାଙ୍କୁ ଦେଖିବାକୁ ମିଳିଛି। ସେ କଂଗ୍ରେସ ପ୍ରାର୍ଥୀଙ୍କ ସହ ଘରକୁ ଘର ବୁଲି  ଦେବାଶିଷଙ୍କ ବିରୋଧରେ ଜନମତ ସୃଷ୍ଟି କରୁଛନ୍ତି।

ଶିଖା ସାମନ୍ତରାୟ କହିଛନ୍ତି,“ ମୋ’ପ୍ରତି ଦେବାଶିଷ ଯେଉଁ ଅନ୍ୟାୟ କରିଛନ୍ତି ସେ ନେଇ ଲୋକଙ୍କୁ ଅବଗତ କରୁଛି। ଯିଏ ଘରର ହେଲେନି ସେ ପରର କେମିତି ହୋଇପାରିବେ?”

ଦେବାଶିଷ ସାମନ୍ତରାୟ କହିଛନ୍ତି,“ ଗଣତାନ୍ତ୍ରିକ ଦେଶରେ ଯିଏ ଯେଉଁଠାକୁ ଚାହିଁବ ଯାଇପାରିବ, ଏହା ନୂଆ କଥା ନୁହେଁ। କନକବର୍ଦ୍ଧନ ସିଂହଦେଓଙ୍କ ବିରୋଧରେ ବିଜେଡିରୁ ତାଙ୍କ ଭାଇ ବୋହୂ ନିର୍ବାଚନ ଲଢିଥିଲେ। ସେହିପରି ତଥାଗତଙ୍କ ବିରୋଧରେ ତାଙ୍କ ପୁତୁରା ଠିଆ ହୋଇଥିଲେ। ଏହା ତାଙ୍କର ବ୍ୟକ୍ତିଗତ କଥା, ତାଙ୍କ ଇଚ୍ଛା ସେ ଯାହାକୁ ଚାହିଁବେ ସମର୍ଥନ କରି ପାରିବେ। ଆଗରୁ ସେ ମୋ’ ବିରୋଧରେ ଗଣମାଧ୍ୟମକୁ କହିଛନ୍ତି, ଏବେ ପ୍ରଚାର କରିବା କିଛି ନୂଆ କଥା ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story