ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାର ଶୁଣାଣି ପୁଣି ଘୁଞ୍ଚିଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ପୁଣି ଘୁଞ୍ଚିଲା। ହାଇକୋର୍ଟରେ ଆଗତ ୨ଟି ମାମଲାର ଆଜି ଶୁଣାଣି ଥିଲା। ହିଞ୍ଜିଳିର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣି ଆସନ୍ତା ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚିଛି। ସେହିପରି ସୂଚନା ଅଧତ୍କାର କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି ସେପ୍ଟେମ୍ବର ୬ତାରିଖକୁ ଘୁଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ଆବେଦନକାରୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାଏର […]

Orissa-High

Orissa-High

Rakesh Mallick
  • Published: Monday, 31 July 2017
  • Updated: 31 July 2017, 02:09 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ପୁଣି ଘୁଞ୍ଚିଲା। ହାଇକୋର୍ଟରେ ଆଗତ ୨ଟି ମାମଲାର ଆଜି ଶୁଣାଣି ଥିଲା। ହିଞ୍ଜିଳିର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣି ଆସନ୍ତା ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚିଛି। ସେହିପରି ସୂଚନା ଅଧତ୍କାର କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି ସେପ୍ଟେମ୍ବର ୬ତାରିଖକୁ ଘୁଞ୍ଚିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ଆବେଦନକାରୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାଏର ଅବେଦନର ଶୁଣାଣି କରି ହାଇକୋର୍ଟ ଜୁଲାଇ ୧୮ ତାରିଖରେ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଥିଲେ। କିନ୍ତୁ ଗତ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ଏକ ମିସକେସ ଦାଏର କରିଥିଲେ। ଏଥିରେ ସେ, ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି ପାଇଁ ଦେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଆବେଦନକାରୀ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଲୋକ ହୋଇ ନ ଥିବାରୁ ଏସବୁ ପଚାରି ପାରିବେନି। ସେହିପରି ନିର୍ବାଚନ ସରିବାର ୨ ବର୍ଷ ପରେ ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି  ଜିଲ୍ଲାପାଳ ଯୁକ୍ତି ବାଢିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story